ଜମି ମାଲିକଙ୍କୁ ଜମି ଫେରାନ୍ତୁ, ନଚେତ୍ ଆନ୍ଦୋଳନ : ଜଟଣୀ ବିଧାୟକ
ଭୁବନେଶ୍ୱର: ୨୦୧୨ ମସିହାରେ ଜଣେ ସେଟଲମେଂଟ୍ ଅଫିସରଙ୍କ ଭୁଲ ଅର୍ଡର୍ ଯୋଗୁଁ ଜଟଣୀ ପୌରାଂଚଳ ସମେତ ୨୩ଟି ଗାଁର ୧ ଲକ୍ଷ ୭୨ ହଜାର ଲୋକଙ୍କ ଜଟଣୀ ପୌରାଂଚଳ ସମେତ ୨୩ଟି ଗାଁର ୧ ଲକ୍ଷ ୭୨ ହଜାର ଲୋକଙ୍କ ନିଜସ୍ୱ ଘରବାଡ଼ି ମହାପ୍ରଭୁ ଜଗନ୍ନାଥଙ୍କ ଖାତାକୁ ଚାଲିଯାଇଛି । ଲୋକଙ୍କୁ ଜମି ଫେରାଇବା!-->…