ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତର କରିବ ସିବିଆଇ
ମୁମ୍ବାଇ- ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସିବଆଇ ତଦନ୍ତ କରିବ ବୋଲି ବୁଧାବର ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । ବର୍ତମାନ ପର୍ଯ୍ୟନ୍ତ ଯେଉଁ ତଦନ୍ତ କରାଯାଇଥିଲା ତାର ସମସ୍ତ ପ୍ରମାଣ ସିବିଆଇକୁ ଦେବା ପାଇଁ ସୁପ୍ରିମକୋର୍ଟ ମୁମ୍ବାଇ ପୋଲିସକୁ ନିର୍ଦେଶ ଦେଇଛନ୍ତି ।!-->…