କରୋନା ରୋଗୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ନିଷ୍ପତି
ଭୁବନେଶ୍ୱର- ଏଣିକି କରୋନା ଚକିତ୍ସାର ତଦାରଖ କରିବେ ଟେକ୍ନିକାଲ କମିଟି । ୭ଟି ମେଡିକାଲ କଲେଜର ବରିଷ୍ଠ ପ୍ରଫେସରକୁ ନେଇ ଏହି ଟେକ୍ନିକାଲ କମିଟି ଗଠନ କରାଯାଇଛି । ଏହି ଟମିର ସଦସ୍ୟ ୩୦ ଜିଲ୍ଲା ଗ୍ରସ୍ତ କରି କରୋନା ଚିକିତ୍ସାର ତଦାରଖ କରିବେ । ଯାହାଫଳରେ କରୋନା ଚିକିତ୍ସା ଅଧିକ!-->…