ପ୍ରଥମ ପୂଜ୍ୟ ପ୍ରଭୁ ବିଘ୍ନହର୍ତ୍ତା ; ଜଡ଼ିତ ରହିଛି ଏହି ପୌରାଣିକ କଥା
ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀରେ ଶ୍ରୀଗଣେଶଙ୍କ ପୂଜା ପାଳନ କରାଯାଇଥାଏ। ଚଳିତ ବର୍ଷ ଗଣେଶ ପୂଜା ଅଗଷ୍ଟ ୨୨। ହିନ୍ଦୁ ଧର୍ମରେ ବହୁ ଦେବାଦେବୀଙ୍କୁ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ବିଘ୍ନହର୍ତ୍ତା ପ୍ରଭୁ ଗଣେଶଙ୍କୁ ମଧ୍ୟ ବିଶେଷ ଭାବେ ପୂଜା କରାଯାଇଥାଏ।!-->…