ନିଲାମ ହେବ ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢୀ

ନୂଆଦିଲ୍ଲୀ- ବଲିଓଡ ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢୀ ନିଲାମ ହେବ । ଅଗଷ୍ଟ ୧୫ ତାରିଖରୁ ଅନଲାଇନରେ ନିଲାମ ଆରମ୍ଭ ହୋଇଛି । ଏହା ୨୦ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ । ଯେଉଁ ମାନେ ନିଲାମରେ ଭାଗ ନେବାକୁ ଇଛୁକ ସେମାନେ ଗୁଗୁଲ ଫର୍ମସରେ ଆବେଦନ

ସ୍ୱାଧୀନତା ଦିବସରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବାଲିକୁଦା:୭୪ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆମ୍ବଶାଳ ପଞ୍ଚାୟତ ଓଥରପା ସ୍ଥିତ ମା ମଙ୍ଗଳା ଯୁବ ପରିଷଦ ପକ୍ଷରୁ କରୋନା ସମୟରେ ଲୋକ ମାନଙ୍କୁ ସଚେତନ କରାଇ ମହାମାରୀ କରୋନା ମୁକାବିଲାରେ ନିଜକୁ ସାମିଲ କରିଥିବା ୪ ଜଣ ଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ

ସମ୍ବିଧାନର ସୁରକ୍ଷା ପାଇଁ ଶପଥ ନେବାକୁ ଆହ୍ୱାନ

ଭୁବନେଶ୍ୱର: ସର୍ବବ୍ୟାପୀ ମହାମାରୀ କୋଭିଡ୍-୧୯ ଏବଂ ଦେଶବ୍ୟାପୀ ଲକ୍ଡାଉନ୍ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ସମୟରେ ଆର୍.ଏସ୍.ଏସ୍. ଦ୍ୱାରା ପରିଚାଳିତ କେନ୍ଦ୍ରର ବିଜେପି ସରକାର, ମହାମାରୀର ମୁକାବିଲାକୁ ଏକସୂତ୍ରୀ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିବା ପରିବର୍ତେ

ବାଲିକୁଦାରେ ସ୍ୱାଧିନତା ଦିବସ ପାଳିତ

ବାଲିକୁଦା: ବାଲିକୁଦା ବ୍ଲକର ବିଭିନ୍ନ ସ୍ଥାନରେ ଆଜି ୭୪ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ବିଭିନ୍ନ ସ୍କୁଲ କଲେଜ ସମେତ ପ୍ରତ୍ୟେକ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ସ୍ୱାଧିନତା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ବାଲିକୁଦା ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷା

ସଡ଼କ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗିରଫ

ବାଲିକୁଦା: ଶନିବାର ଅପରାହ୍ଣ ପ୍ରାୟ ଦୁଇଟା ସମୟରେ ବୋରିକିନା କଣିଆ ରାସ୍ତାର ନାରଦିଆ ପାଣି ଟାଙ୍କି ନିକଟରେ ଏକ ବାଇକ ଓ ପିକଅପ ଭୟାନ ସହ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଦୁହେଁ ଏରସମା ଥାନା ଗଡ଼ହରିଶପୁର ପଂଚାୟତ ମଠସାହି ଗାଁର

ସ୍ୱାଧୀନତା ଦିବସ ସଂକଳ୍ପର ଦିବସ : ଗଣଶିକ୍ଷାମନ୍ତ୍ରୀ

ଯାଜପୁର: ସ୍ୱାଧୀନତା ଦିବସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ସ୍ମରଣୀୟ ଦିବସ । ଆମଜାତି ଓ ଦେଶ ପାଇଁଗୌରବର ଦିବସ । ସମବଦ୍ଧଭାବେ ଆମେ ଏହାର ସୁରକ୍ଷା ଓ ଅଖଣ୍ଡତାକୁ ବଜାୟ ରଖିବାକ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ ଆହ୍ୱାନ ଦେଇଛନ୍ତି । ଶନିବାର ଜିଲ୍ଲା ସ୍କୁଲ

ଗଣତନ୍ତ୍ର ପ୍ରତି ଉପହାସ

ରାଜସ୍ଥାନରେ ଏବେ ଯେଉଁ ଭଳି ହଟଚମଟ ଚାଲିଛି, ତାହା କେବଳ ଗଣତନ୍ତ୍ର ପ୍ରତି ଉପହାସ ନୁହେଁ, ଜନ ଦେଶ ପ୍ରତି ବିଦୃପ ବୋଲି ନିଃସନେ୍ଦହରେ କୁହାଯାଇପାରିବ । କହିବା ବାହୁଲ୍ୟଯେ, ରାଜସ୍ଥାନରେ ଏବେ ଯେଉଁର୍ ରାଜନୈତିକ ସଂକଟ ସୃଷ୍ଟି ହୋଇଛି । ତାହା କେବଳ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ

୪ହଜାର କିମି ଲମ୍ବ ରେଳ କରିଡର ନିର୍ମାଣ କରିବ ଭାରତୀୟ ରେଳ

ନୂଆଦିଲ୍ଲୀ- ଦେଶରେ ରେଳ ଭିତିଭୂମି କ୍ଷେତ୍ରକୁ ଅଧିକ ସୁଦୃଢ କରିବା ପାଇଁ ଭାରତୀୟ ରେଳ କେତେକ ବୃହତ ପ୍ରକଳ୍ପର ପରିକଳ୍ପନା କରିଛି ।ଦେଶର ପୂର୍ବ, ପଶ୍ଚିମ ଭାଗରେ ଥିବା ବନ୍ଦର ଓ ଶିଳ୍ପାଚଂଳ ଗୁଡୁକି ଦକ୍ଷିଣ ଭାରତ ସହ ସଂଯୁକ୍ତ କରିବାକୁ ପ୍ରାୟ୪ ହଜାର କିଲୋମଟିର ଲମ୍ବର ଡେଡିକେଟେଡ

ବଲିଓଡ ନିର୍ଦେଶକ ନିଶିକାନ୍ତଙ୍କ ପରଲୋକ

ମୁମ୍ବାଇ- ବଲିଓଡ ନିର୍ଦେଶକ ନିଶିକାନ୍ତ କାମାତଙ୍କ ୫୦ ବର୍ଷ ବୟସରେ ପରଲୋକ ହୋଇଛି । ଦୀର୍ଘ ଦିନ ଧରି ନିଶିକାନ୍ତ ଲୀଭର ରୋଗରେ ପୀଡିତ ଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦ ଏଆଇଜି ହସ୍ପିଟାଲରେ ଭର୍ତି କରାଯାଇଥିଲା । ଆଜି ସେ ହସ୍ପିଟାଲରେ

ରାସ୍ତାରେ ଥିବା କାରରେ ପଶିଲା ସାପ ; ଆଉ ତା’ପରେ…..

ବିହାର : ସାପର ନାଁ ଶୁଣିବା ମାତ୍ରେ ଭୟଭୀତ ହେବା ସାଧାରଣ କଥା। କାରରେ ଲୋକେ ବସିଥିବା ଅବସ୍ଥାରେ ହଠାତ ଯଦି ଏକ ବିଷଧର ସାପ ତା’ମଧ୍ୟକୁ ପଶିଯାଏ। ତେବେ ଘଟଣାଟିକୁ କଳ୍ପନା କଲେ ମଧ୍ୟ ଭୟରେ ଲୋମ ଟାଙ୍କୁଠି ଉଠିଥାଏ। ଏଭଳି ଏକ ଘଟଣା ବିହାରର ସମସ୍ତିପୁର ଜିଲାର। ଏକ ଠିଆ ହୋଇଥିବା କାର