ସେପ୍ଟେମ୍ବର୬ ତାରିଖ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କଲେ ବିହାର ସରକାର
ପାଟନା- କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିହାର ସରାକର ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଚାଲୁରହିବ । ବିମାନ ଓ ରେଳ ସେବା ମଧ୍ୟ ଜାରି ରହିବ । ସମସ୍ତ!-->…