ହୀରାକୁଦର ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବର୍ଷା ଜଳ

ସମ୍ବଲପୁର- ହୀରାକୁଦର ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବର୍ଷା ଜଳ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢି ଚାଲିଛି । ତେଣୁ ରବିବାର ୧୨ ଟି ଖୋଲାଯାଇଛି । ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳ ଜଳସ୍ତର ୬୧୫,୪୧ ଫୁଟ୍ ରହିଛି ।

୫ ବର୍ଷର ଶିଶୁ ୧୩ ମିନିଟରେ ଚଳାଇଲା ୧୧୧ ତୀର

ଚେନ୍ନଇ: ଚେନ୍ନଇରେ ରହୁଥିବା ୫ ବର୍ଷର ଏକ ଝିଅ ଏମିତି କିଛି କରି ଦେଖାଇଛି, ଯାହା ଜଣେ ସାଧାରଣ ମଣିଷର କଳ୍ପନା ବାହାରେ। ୫ ବର୍ଷୀୟା ସଞ୍ଜନା ତୀରନ୍ଦାଜ ବା ତୀର ଚାଳନାରେ ଯେଉଁ ରେକର୍ଡ଼ କରିଛି, ସେପରି ରେକର୍ଡ଼ ପେସାଦାର ଖେଳାଳି ମଧ୍ୟ ଏପର୍ଯ୍ୟନ୍ତ କରିନାହାନ୍ତି। ସୂଚନା ମୁତାବକ,

ସଂସଦ ସଂଲଗ୍ନ ବିଲ୍ଡିଂର ଷଷ୍ଠ ମହଲାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ସଂସଦ ସଂଲଗ୍ନ ବିଲ୍ଡିଂର ଷଷ୍ଠ ମହଲାରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ୫ଟି ଦମକଳ ଗାଡ଼ି ଓ କର୍ମଚାରୀ ସଠିକ ସମୟରେ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ। ଏହି ଅଗ୍ନିକାଣ୍ଡରେ କୌଣସି କ୍ଷତି ହୋଇଥିବା ସେନେଇ କୌଣସି ସ୍ପଷ୍ଟ ସୂଚନା

ମାଲକାନାଗିରିରେ ବର୍ଷା ବିଭୀଷିକା

ମାଲକାନାଗିରି- ଗତ ୫ ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବାରୁ ମାଲକାନାଗିରି ଜିଲ୍ଲା ଜଳମଗ୍ନ ହୋଇଛି । ୩୨୬ ନମ୍ବର ଜାତୀୟ ରାଜପର କାଙ୍କକୋଣ୍ଡା ପୋଲ ଉପରେ ୮ରୁ ୧୦ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ଯାହାଫଳରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ହେକ୍ଟର ହେକ୍ଟର ଚାଷ ଜମିରେ

ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା

ଅହମଦାବାଦ- ଗୁଜୁରାଟ ଖେଡା ଜିଲ୍ଲା ନାଦିଆଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହାତ ହୋଇଛନ୍ତି । ଆହାତଙ୍କୁ ନାଦିଆଡ ସିଭିଲ ହସ୍ପିଟାଲରେ ଭର୍ତି କରାଯାଇଛି । ମୃତକ ଅହମଦାବାଦର ବୋଲି ଜଣାପଡିଛି । ସୂଚନାଯୋଗ୍ୟ ରିବିବାର ରାତିରେ

୧୯ରୁ ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର- ୧୯ରୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ପୁଣି ବର୍ଷାର ପରିମାଣ ବଢିବ । ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ରାଜ୍ୟର ୯ ଟି ଜିଲ୍ଲା କୋରାପୁଟ,

ସର୍ବଗିଳା ନହୁଅ

ଗଣମାଧ୍ୟମରେ ବଜ୍ରକାପ୍ତା ଚୋରା ଚାଲାଣ ନେଇ ଏକ ଖବର ପ୍ରକାଶ ପାଇବା ସହ ଏହି ଚୋରା ଚାଲାଣକାରୀଙ୍କ ମଧ୍ୟରୁ ସ୍ୱଳ୍ପସଂଖ୍ୟକ ଧରା ପଡିଥିଲେ । ଏଥିନେଇ ବନଜନ୍ତୁ ବିଭାଗ ପକ୍ଷରୁ ତଦନ୍ତ ଯାରି ରହିଥିଲା । ଆଠଗଡ ସମେତ କଟକ ଜିଲ୍ଳାର ସିମାନ୍ତ ବର୍ତି ଜିଲ୍ଳାରେ ଏଥିନେଇ ଏକ ସୁସଂଗଠିତ ରାକେଟ୍

ଏନଟିପିସି ତାଳଚେର ଥର୍ମାଲରେ ୭୪ତମ ସ୍ୱାଧିନତା ଦିବସ

ଭୁବନେଶ୍ୱର: ଏନଟିପିସି ତାଳଚେରରେ ଥର୍ମାଲ ଅଫିସ ପରିସରରେ ୭୪ତମ ସ୍ୱାଧିନତା ଦିବସ ସରକାରଙ୍କକ ସମସ୍ତ କୋଭିଡ-୧୯ ନିୟମାବଳୀକୁ ମାନି ପାଳନ କରାଯାଇଛି । ଏହି ଅବସରରେ ଚାଳଚେର ଥର୍ମାଲର ସମୂହ ମହା ପ୍ର୍ରବନ୍ଧକ ଶ୍ରୀ ଡି.ଏନ ତିୱାରୀ ଜାତୀୟ ପତାକା ଉତୋଳନ କରିଥିଲେ । ଏହି ଉତ୍ସବରେ ଏନଟିପିସିର

ଲାୟନ୍ସ କ୍ଲବରେ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: ଲାୟନ୍ସ କ୍ଲବ ସ୍ମାଇଲ ଭୁବନେଶ୍ୱର କ୍ଲବ ନଂ:୩୨୨ସି୪ ତରଫରୁ ଏମ ଏଲ ଏ କଲୋନୀ ପ୍ରାଇମେରୀ ସ୍କୁଲ ଭୁବନେଶ୍ୱର, ପରିସରରେ ୭୪ତମ ସ୍ୱାଧିନତା ଦିବସ ପାଳିତ ହୋଇଥିଲା । ଏହି ଅବସରରେ କ୍ଲବ ସଭାପତି ସସ୍ମିତା ସ୍ୱାଇଁ , ଉପ ସଭାପତି ପ୍ରସନଜିତ ମିଶ୍ର, ସମ୍ପାଦକ ଅଲୀ ଅଲି ମଲିକ

ପୂର୍ବତନ କ୍ରିକେଟର ଓ ୟୁପି ସରକାର ମନ୍ତ୍ରୀ ଚେତନ ଚୌହାନଙ୍କ ପରଲେକ

ନୂଆଦିଲ୍ଲୀ- ପୂର୍ବତନ କ୍ରିକେଟର ଓ ୟୁପି ସରକାର ମନ୍ତ୍ରୀ ଚେତନ ଚୌହାନଙ୍କ ୭୩ ବର୍ଷ ବୟସରେ ପରଲୋକ ହୋଇଛି । ଜୁଲାଇ ମାସରେ ସେ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ । ତାଙ୍କର ଗୋଟିଏ କିଡନୀ ଖରାପ ହୋିଯିବାରୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା । ତାଙ୍କୁ