ବସକୁ ଧକ୍କା ଦେଲା କଣ୍ଟେନର; ୪ ମୃତ , ୮ ଆହତ
ଉତରପ୍ରଦେଶ : ଉତରପ୍ରଦେଶର ମଥୁରା ଜିଲାରେ ବୁଧବାର ସକାଳ ୭ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଠିଆ ହୋଇଥିବା ବସକୁ ଏକ କଣ୍ଟେନର ପଛ ପଟୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କୁ!-->…