ୟୁଜିସି ପରୀକ୍ଷାକୁ ନେଇ ଦ୍ୱନ୍ଦ
ନୂଆଦିଲ୍ଲୀ- ୟୁଜିସି ଶେଷ ସେମିଷ୍ଟାର ପରୀକ୍ଷାକୁ ବାଧ୍ୟତା ମୂଳକ କରିବା ପାଇଁ ସୁପ୍ରମକୋର୍ଟରେ ୟୁଜିସି ପକ୍ଷରୁ ଏକ ପିଟିସନ ଦାୟ କରାଯାଇଥିଲା । ଅଗଷ୍ଟ ୧୪ ତାରିଖରେ ସୁପ୍ରିମକୋର୍ଟ ଏହି ଚ୍ୟାଲେଞ୍ଜ ଉପରେ ଶୁଣାଣି କରିବେ ବୋଲି ନିଷ୍ପତି ହୋଇଛି । ମହାମାରୀ କରୋନା ପାଇଁ ପୂର୍ବରୁ!-->…