ଦେଶର ୨୪ ଘଂଟାରେ ୬୨,୦୬୪ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ- ଦେଶରେବ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୬୨,୦୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୧୫,୦୭୪ରେ ପଂହଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧,୫୩୫,୭୪୩ ସୁସ୍ଥ ହୋଇଥିବା ବେଳେ ୬,୩୪,୯୪୫ ଆକଟିଭ କେସ୍ ରହିଛି । ୪୪୩୮୬!-->…