ଖୋର୍ଦ୍ଧା ଜିଲ୍ଲାପାଳଙ୍କ କରୋନା ଟେଷ୍ଟ

ଖୋର୍ଦ୍ଧା- ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାପାଳ ସନତ ମହାନ୍ତିଙ୍କ କରୋନା ପରୀକ୍ଷା କରାଯାଇଛି । ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ବେଳେ ଏସନି ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ଜିଲ୍ଲାପାଳଙ୍କ ସମେତ ତାଙ୍କ ଅଫିସର ଅନ୍ୟ

ଶପଥ ଗ୍ରହଣ କଲେ ମନୋଜ ସିହ୍ନା

ବିଜେପି ମୁଖ୍ୟ ମନୋଜ ସିହ୍ନା ଜାମ୍ମୁକାଶ୍ମୀରର ଉପରାଜ୍ୟପାଳ ଭାବେ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି । ଜାମ୍ମୁକାଶ୍ମୀର ଓ ଲଦାଖ ପୃଥକ ପୃଥକ ହେବାପରେ ୨ ଜଣ ଉପରାଜ୍ୟପାଳ ଭାବେ ନିଯୁକ୍ତି ହୋଇଛନ୍ତି । ୨୦୧୯ରେ ଜାମ୍ମୁକାଶ୍ମୀରର ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଗିରୀଶ

ନୋଇଡା ସରକାରୀ କୋଭିଡ-୧୯ ହସ୍ପିଟାଲର ଶୁଭ ଉଦଘାଟନ

ନୋଇଡା- ନୋଇଡା ସେକ୍ଟର ୩୯ରେ ଥିବା ସରକାରୀ କୋଭିଡ-୧୯ ହସ୍ପିଟାଲର ଶୁଭ ଉଦଘାଟନ କରିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦାସ । ଆଦିତ୍ୟନାଥଙ୍କ ଗ୍ରସ୍ତକୁ ନେଇ ଗୌତମ ବୁଦ୍ଧ ନଗରରେ ୨ ଦିନ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ନୋଇଡାରେ କରୋନା ଆକ୍ରାନ୍ତଙ୍କ

ଖୁବଶୀଘ୍ର ବସିପାରେ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର- ଚଳିତ ବର୍ଷ ଶେଷ ସପ୍ତହାରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ । ଏନେଇ ସୂଚନା ଦେଇଛନ୍ତି ବରିଷ୍ଟ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ସେ କହିଛନ୍ତି ବାଚସ୍ପତିଙ୍କ ସହ ମୋର ଆଲୋଚନା ହୋଇଥିଲା । ବାଚସ୍ପତି ଖୁବଶୀଘ୍ର ବିଧାନସଭା ଅଧିବେଶନ ଡାକିବେ ବୋଲି କହିଥିଲେ ।

ଇଡି ହେପାଜତରେ ରିଆ ଚକ୍ରବର୍ତୀ

ମୁମ୍ବାଇ- ପ୍ରବର୍ତନ ନିର୍ଦେଶାଳୟ ହେପାଜତରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରୋଣ୍ଡ ରିୟା ଚକ୍ରବର୍ତୀ । ଦିନ ୧୧.୩୦ ସୁଦ୍ଧା ତାଙ୍କୁ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ ସେ ବିଳମ୍ବରେ ଆସି ପଂହଚିଛନ୍ତି । ଇଡିରେ ହାଜିର ହେବାପରେ ସୁପ୍ରିକକୋର୍ଟରେ ତାଙ୍କ

ନବରଙ୍ଗପୁର ୩ ଦିନିଆ ସଟଡାଉନ

ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲାକୁ ୩ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଶନିବାର ସକାଳ ୫ ଟାରୁ ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ନବରଙ୍ଗରେ କରୋନା ସଂକମ୍ରଣ ଦ୍ରୁତ ଗତିରେ ବୃଦ୍ଧି ପାଇଥିବାରୁ ଏଭଳି ନିଷ୍ପତି ନିଆଯାଇଛି । ସ୍ଥାନୀୟ

ନୂତନ ଜାତୀୟ ଶିକ୍ଷାନୀତି ଉପରେ ମୋଦୀଙ୍କ ଅଭିଭାଷଣ

ନୂଅଦିଲ୍ଲୀ- ଶିକ୍ଷା ମନ୍ତ୍ରାଳୟ ଦ୍ୱରା ଆୟୋଜିତ ଏକ ସମ୍ମିଳନୀରେ ନୂତନ ଜାତୀୟ ଶିକ୍ଷା ନୀତି ଉପରେ ଉଦବୋଧନ ଦେଇ କହିଛନ୍ତି, ଦୀର୍ଘ ୩ରୁ ୪ ବର୍ଷ ଧରି ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ନୂତନ ଶିକ୍ଷାନିତୀକୁ ଅନୁମୋଦନ କରାଯାଇଛି । ଏହି ନୀତିକୁ କେହି ମଧ୍ୟ ବିରୋଧ କରି ନାହାନ୍ତି । ଏତେ

ଦିଲ୍ଲୀରେ ପୁଣି ଲଜ୍ୟା

ନୂଆଦିଲ୍ଲୀ- ଦିଲ୍ଲୀରେ ପୁଣି ଏକ ଲଜ୍ଜା ସମ୍ନାକୁ ଆସିଛି । ଜଣେ ୧୩ ବର୍ଷୀୟ ଝିଅକୁ ଦୁଷ୍କର୍ମ ଓ ପରେ ଅତି ଅମାନବୀୟ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏମ୍ସରେ ଭର୍ତି କରାଯାଇଛି । ନାବାଳିକାକୁ ହସ୍ପିଟାଲ ଆଣିବା ବେଳେ ତାଙ୍କର

ଟିକ୍‌ଟକ୍‌, ୱିଚାଟ୍‌କୁ ନିଷିଦ୍ଧ କଲା ଆମେରିକା

ୱାଶିଂଟନ: ଶେଷରେ ଚାଇନିଜ୍‌ ମୋବାଇଲ୍‌ ଆପ୍‌ ଟିକ୍‌ଟକ୍‌ ଏବଂ ୱିଚାଟ୍‌ ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ଗୁରୁବାର ବିଳମ୍ବିତ ରାତିରେ ଏହି ୨ଟି ଆପ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଏକ ଆଦେଶନାମାରେ ହସ୍ତାକ୍ଷର

ଡାକ୍ତରଙ୍କ ଆକାଉଂଟରୁ ଲକ୍ଷାଧିକ ଟଙ୍କା ଗାଏବ କରି ସୁନ୍ଦରୀ ଯୁବତୀ ଗିରଫ

ଅନୁଗୋଳ- ଜଣେ ଅବସରପ୍ରାପ୍ତ ହୋମିଓପ୍ୟାଥିକ ଡାକ୍ତରଙ୍କ ଆକାଉଂଟରୁ ଲକ୍ଷାଧିକ ଟଙ୍କା ହଡପ କରି ଗିରିଫ ହୋଇଛନ୍ତି ଜଣେ ସୁନ୍ଦରୀ ଯୁବତୀ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପୂରା ୪ ଲକ୍ଷ ୫୭ ହଜାର ୩୮୫ ଟଙ୍କା ୮୪ ପଇସା ଗାଏବ ହୋଇଯାଇଛି । ବିିଭିନ୍ନ କିସ୍ତିରେ ଏସବୁ ଟଙ୍କା ଉଠା ହୋଇଥିବା