ରାଜ୍ୟରେ କରୋନା ନେଲା ଆଉ ୧୨ମୁଣ୍ଡ
ଭୁବନେଶ୍ୱର- ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରରେ ଲାଗିଛି । ଆଗି ଗୋଟିଏ ଦିନରେ ୧୨ ଜଣଙ୍କ ମୁଣ୍ଡ ନେଇଛି କରୋନା ଏନେଇ ରାଜ୍ୟ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜମ ଓ ସୁନ୍ଦରଗଡ ଜିଲ୍ଲାରୁ ୩, ମୟୂରଭଞ୍ଜ ,ଗଜପତି,!-->…