ହୋମ୍ କ୍ୱାରାଂଟିନ୍ କାରଗାର ତୁଲ୍ୟ : ଅମିତାଭ
ମୁମ୍ବାଇ: ଅମିତାଭ ବଚ୍ଚନ ରବିବାର ହସ୍ପିଟାଲ୍ରୁ ଘରକୁ ଫେରି ଏବେ ହୋମ କ୍ୱାରାଂଟିନ୍ରେ ଅଛନ୍ତି । ତେବେ ଏହି ହୋମ୍ କ୍ୱାରାଂଟିନକୁ କାରାଗାର ବୋଲି ବର୍ଣ୍ଣନା କରିଛନ୍ତି ବିଗ୍-ବି ନିଜ ବ୍ଲଗ୍ ପୋଷ୍ଟରେ ସେ ଏ ସମ୍ପର୍କରେ ଉଲ୍ଳେଖ କରିଛନ୍ତିି, ଘରେ ଥାଇ ମଧ୍ୟ ଘର ଲୋକଙ୍କ ସହ ସମ୍ପର୍କ ନାହିଁ!-->…