ଶାମୁକା ଦିବସ
ପ୍ରତିବର୍ଷ ଅଗଷ୍ଟ ୫ ତାରିଖରେ ପାଳନ କରାଯାଏ ‘ ଶାମୁକା ଦିବସ’ । ଏହା ସ୍ୱୟଂ ଲିଙ୍ଗ ପରିବର୍ତନ କରିପାରୁଥିବା ଜୀବ । କେତେକ ନିର୍ଦିଷ୍ଟ ପ୍ରକାରର ଶାମୁକାରୁ ମୁକ୍ତା ମିଳେ । କିଛି ପ୍ରଜାତିର ଶାମୁକା ମଣିଷର ଖାଦ୍ୟ ହୋଇଥାଏ । ମଣିଷ ଖାଉଥିବା ଶାମୁକାର ମୁକ୍ତା ମିଳେନାହିଁ । ତେବେ!-->…