ମିଳୁନି ସରକାରୀ ଆବାସ,ବିଧବା ଭତା, ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ
ଯାଜପୁର: ଦୀର୍ଘ ବର୍ଷ ହେଲା ସ୍ୱାମୀ ଆରପାରିକୁ ଗଲେଣି । ମୂଲ ମଜୁରୀ ଲାଗି କଷ୍ଟେ ମଷ୍ଟେ ଦିନ କଟୁଛି । ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କାଘରଟିଏ ନଥିବାରୁ ନୂଆଣିଆ ଚାଳ ଘର ହିଁ ଏକମାତ୍ର ଭରଷା । ତଥାପି ବିଧବା ଭତା ହେଉ କିମ୍ବା ସରକାରୀ ଆବାସ ଭଳି ସରକାରୀ ଯୋଜନା ସବୁ ସାତସପନ ପାଲଟିଛି ।!-->…