ପଞ୍ଜାବ ମଦ ମୃତ୍ୟୁ ଘଟଣାର ସିବିଆଇ ଓ ଇଡି ଦ୍ୱାରା ତଦନ୍ତ ଦାବି
ଚଣ୍ଡିଗଡ଼ : ପଞ୍ଜାବ ବିଷାକ୍ତ ମଦ ମୃତ୍ୟୁ ଘଟଣାର ସିବିଆଇ ଓ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ତଦନ୍ତ କରାଯିବାକୁ କଂଗ୍ରେସର ଦୁଇଜଣ ରାଜ୍ୟସଭା ସାଂସଦ ଦାବି କରିଛନ୍ତି। ପଞ୍ଜାବରେ ବିଷାକ୍ତ ମଦ୍ୟପାନ କରି ୧୦୮ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହି ଦୁଇଜଣ ସାଂସଦ ହେଉଛନ୍ତି ପ୍ରତାପ!-->…