ଯାଞ୍ଚ ହେବ ଶିକ୍ଷାନୁଷ୍ଠାନ, ୬୭ ଅଧିକାରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚମାଧ୍ୟମିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନାମଲେଖା ପୂର୍ବରୁ ଏଗୁଡ଼ିକର ସ୍ଥିତି ନେଇ ଯାଞ୍ଚ କରାଯିବ। ବିଦ୍ୟାଳୟୟ ଫଳାଫଳ, ଶିକ୍ଷାଦାନ ବ୍ୟବସ୍ଥା, ଭିତ୍ତିଭୂମି ଆଦି ତନଖି କରାଯିବ। ସ୍ୱୀକୃତି ପାଇଁ ବିଦ୍ୟାଳୟ ଯୋଗ୍ୟ କି ନା ତାହାର ତଦାରଖ ହେବ। ଏଥିପାଇଁ ଉଚ୍ଚ

କରୋନା ନେଲା ଆଉ ୯ ଜୀବନ, ୨୧୬ରେ ପହଞ୍ଚିଲା ରାଜ୍ୟର ମୃତ୍ୟୁ ସଂଖ୍ୟା

ଭୁବନେଶ୍ଵର : ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ମଙ୍ଗଳବାର ମୃତ୍ୟୁବରଣ କରିଥିବା ୯ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୧୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ମୃତ୍ୟୁବରଣ

ହାଇକୋର୍ଟରେ ମାମଲା, ଧର୍ମାନୁଷ୍ଠାନ ଖୋଲିବାକୁ ନିବେଦନ

କେନ୍ଦ୍ର ସରକାରଙ୍କ ନିୟମାବଳୀ ଉଲ୍ଲଂଘନ କରି ରାଜ୍ୟ ସରକାର ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଖୋଲିବା ପ୍ରସଂଗରେ କଟକଣା ଜାରି କରିଛନ୍ତି ଅଭିଯୋଗ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ତ୍ରିଲୋଚନ ରଥଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ କେନ୍ଦ୍ର ସରକାର ମେ ୩୦ରେ

ମରୁଡି ମୁହାଁ ଓଡିଶା

ଭାରତୀୟ ପାଣପାଗ ବିଭାଗ(ଆଇଏମଡି)ର ପୂର୍ବାନୁମାର ଆଧାରରେ ଜୁନ, ଜୁଲାଇ ମାସରେ ମୌସୁମୀ ସ୍ୱଭାବିକ ରହିବ ଏବଂ କେତେକ ସ୍ଥାନରେ ଅତ୍ୟଧିକ ବର୍ଷା ହେବ ବୋଲି ଯେଉଁ ଆକଳନ କରାଯାଇଥିଲା, ତାହା ଏବେ ଭୁଲ ପ୍ରମାଣିତ ହୋଇଛି । ଏବେ ଶ୍ରାବଣ ମାସ ସରିବାକୁ ବସିଲାଣି । ଅଥଚ ବର୍ଷା ଦେଖାନାହିଁ ।

ଗିରଫ ୬ ଚୋରଙ୍କୁ କୋର୍ଟ ଚାଲାଣ

ବାଲିକୁଦା: ଗତ ଦୁଇ ଦିନ ତଳେ ବାଲିକୁଦା ପୁଲିସ ଗିରଫ କରିଥିବା ୬ ଜଣ ଚୋରଙ୍କୁ ଆଜି କୋର୍ଟ ଚାଲାଣ କରିଛି । ଏସପିଙ୍କ ନିର୍ଦେଶରେ ଗଠିତ ସ୍ୱତନ୍ତ୍ର ଟିମ ଓ ବାଲିକୁଦା ପୁଲିସର ମିଳିତ ଚଢଉ କ୍ରମେ ଏହି ଚୋର ମାନଙ୍କୁ କାବୁ କରା ଯାଇ ପାରିଥିଲା । ସମସ୍ତ ଚୋରଙ୍କ ଘର ତିର୍ତୋଲ ଥାନା ଅଂଚଳରେ

ଅନୁଗୋଳରେ ପଜିଟିଭ ସଂଖ୍ୟା ୩୪୫

ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୬ ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୩୪୫ରେ ପହଞ୍ଚିଲା । ସେମାନଙ୍କ ମଧ୍ୟରୁ ତାଳଚେର ବ୍ଲକ ଅଞ୍ଚଳରୁ ସର୍ମାଧିକ ୫ଜଣ ଓ ଜଣେ ଅନୁଗୋଳ ପୌରାଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ତାଳଚେର ବ୍ଲକ ଅଞ୍ଚଳରୁ ଚିହ୍ନଟ

ସାମ୍ବାଦିକଙ୍କ ଘରୁ ଲୁଟ

ଭୁବନେଶ୍ୱର: ରାଜଧାନୀର ଜନସାଧାରଣ ସୁରକ୍ଷିତ ନୁହଁନ୍ତି । ରାଜଧାନୀରେ ଦିନକୁ ଦିନ ଲୁଟ ତରାଜ ବଢି ବଢି ଚାଲିଛି । କିଛି ଦନ ତଳେ ଭିଜିଲାନ୍ସ ଡିସିପି ତନୁଜା ମହାନ୍ତିଙ୍କ ଘରୁ ଦୂବୃତମାନେ ତାଙ୍କର ସୁନା ଗହଣା ଲୁଟ କରିନେଇ ଯାଇ ବନ୍ଧୁକ ଦେଖାଇ ମାରିଦେବାକୁ ଧମକ ଦେଇ ଖସିଗଲେ । ପୋଲିସ

ପରିବେଶ ସଚେତନତା ପାଇଁ ‘ଗଛରେ ବାନ୍ଧିଲେ ରାକ୍ଷୀ’

ଭୁବନେଶ୍ୱର: ଶ୍ରଦ୍ଧା, ସମ୍ପର୍କ, ସୁରକ୍ଷାର ପର୍ବ ‘ରକ୍ଷା ବନ୍ଧନ’ । ଭାଇ ଓ ଭଉଣୀ ମଧ୍ୟରେ ଥିବା ଶ୍ରଦ୍ଧାକୁ ଏହା ପରିପ୍ରକାଶ କରିବା ସହିତ ସେମାନଙ୍କର ସମ୍ପର୍କକୁ ସୁଦୃଢ କରି ଭଉଣୀର ସୁରକ୍ଷା ପାଇଁ ଭାଇକୁ ପ୍ରତିଜ୍ଞାବଦ୍ଧ କରିବା ଏହି ପର୍ବର ମୂଳ ଉଦେଶ୍ୟ । କେବଳ ଯେ ଭଉଣୀ ଭାଇ ହାତରେ

ସ୍କିମ୍ ୱାର୍କରଙ୍କ ସର୍ବନିମ୍ନ ଦାବି ନେଇ ଅଗଷ୍ଟ ୭ ଓ ୮ରେ ଦେଶବ୍ୟାପୀ ଧର୍ମଘଟ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସ୍କିମ୍ ୱାର୍କର ବିରୋଧୀ ପଦକ୍ଷେପ ବିରୁଦ୍ଧରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ଯଥା – ଆଇଏନ୍ଟିୟୁସି, ଏଆଇଟିୟୁସି, ଏଚ୍ଏମ୍ଏସ୍, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ ଓ ଅନ୍ୟାନ୍ୟ ସ୍ୱାଧୀନ ସ୍କିମ୍ ୱାର୍କର ୟୁନିୟନ୍ ତରଫରୁ ଆଗାମୀ ଅଗଷ୍ଟ ୭ ଓ ୮ରେ

ମହିଳା ମହାବିଦ୍ୟାଳୟ ରାସ୍ତାରେ ଲୁଟ ଘଟଣା: ୪ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ମହିଲା ମହାବିଦ୍ୟାଳୟ ରାସ୍ତାରେ ଦିନ ବେଳା ଭୁଜାଲି ଦେଖାଇ ହୋଇଥିବା ଲୁଟ ଘଟଣାରେ ବଲାଙ୍ଗୀର ଟାଉନ ପୁଲିସକୁ ସଫଳତା ମିଲିଛି । ଅପରାଧ ନିୟନ୍ତ୍ରଣ ପାଇଁ ସହରରେ ଲାଗିଥିବା ସିସିଟିଭି ଫୁଟେଜରୁ ଅଭିଯୁକ୍ତ ମାନଙ୍କୁ ଠାବ କରି ପୁଲିସ ଅଭିଯୋଗର ଦିନକ ଭିତରେ ଚାରିଜଣଙ୍କୁ