ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ତଦନ୍ତ ପାଇଁ ମୁମ୍ବଇ ଯାଇଥିବା ପାଟନା ଏସପିଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖିଲା…

ମୁମ୍ବଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମହାରାଷ୍ଟ୍ର ପୁଲିସର ତଦନ୍ତ ପ୍ରକ୍ରିୟା ସନ୍ଦେହ ଘେରକୁ ଆସିବାରେ ଲାଗିଛି । ପୂର୍ବରୁ ଏହି ମାମଲାରେ ମୁମ୍ବଇ ପୁଲିସ ସଠିକ ଯାଞ୍ଚ  କରୁନଥିବା ନେଇ ଆରୋପ ଲାଗିଥିବା ବେଳେ ଏବେ ବିହାରରୁ ଯାଇଥିବା ଯାଞ୍ଚ ଟିମକୁ

ରାକ୍ଷୀ ରହିଲା ସାକ୍ଷୀ, ଭଉଣୀ ହାତରୁ ରାକ୍ଷୀ ବାନ୍ଧିବା ପାଇଁ ମାଓ ସଙ୍ଗଠନ ଛାଡିଲେ କ୍ୟାଡର ମାଓବାଦୀ

ମାଲକାନଗିରି : ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। କୁହାଯାଏ ଏହି ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ। ଭାଇ ସର୍ବଦା ନିଜ ଭଉଣୀକୁ ସମସ୍ତ ବିପଦରୁ ରକ୍ଷା କରିଥାଏ। ଏଭଳି ଭାଇ ଭଉଣୀ ସମ୍ପର୍କର ଏକ ଝଲକ ମାଲକାନଗିରିରେ ଦେଖିବାକୁ ମିଳିଛି। ଭଉଣୀଙ୍କ ଆହ୍ବାନ କ୍ରମେ କ୍ୟାଡର

ପ୍ରଶାସନିକ ସ୍ତରରେ ଅଦଳବଦଳ: ସନତ କୁମାର ମହାନ୍ତି ହେଲେ ଖୋର୍ଦ୍ଧାର ଜିଲାପାଳ

ଭୁବନେଶ୍ଵର : ରାଜ୍ୟ ପ୍ରଶାସନିକ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । ବଦଳିଛନ୍ତିି ଖୋର୍ଦ୍ଧା ଜିଲାପାଳ ସୀତାଂଶୁ କୁମାର ରାଉତ । ତାଙ୍କୁ ବ୍ରହ୍ମପୁରର ଅତିରିକ୍ତ ଚକବନ୍ଦୀ କମିଶନ ଭାବରେ ବଦଳି କରାଯାଇଛି । ସୀତାଂଶୁ କୁମାର ରାଉତଙ୍କ ସ୍ଥାନରେ ଖୋର୍ଦ୍ଧା ଜିଲାପାଳ ଭାବରେ ସନତ କୁମାର

ପବିତ୍ର ରକ୍ଷାବନ୍ଧନ

ଉତରଭାରତ ହିନ୍ଦୁଙ୍କ ରକ୍ଷୀପୂର୍ଣ୍ଣମା ପ୍ରମୁଖ ପର୍ବ । ପ୍ରତିବର୍ଷ ଶ୍ରାବଣ ମାସ ପୂର୍ଣ୍ଣମା ତିଥିରେ ଏହି ପର୍ବ ପାଳନ କରାଯାଏ । ଏହି ଦିନ ଭଉଣୀ ଟି ତା ଭାଇ ମୁଣ୍ଡରେ ଚନ୍ଦନ, ସିନ୍ଦୁର ଲଗାଇ ଦୁବ ଅରୁଆଚାଉଳ ପାକାଇ ବନ୍ଦାପନା କରି ହତରେ ପବିତ୍ର ଫିତା ବାନ୍ଧିଥିଏ । ଓ ଭଉଣୀକୁ

ଚଳନ୍ତା ଟ୍ରେଲର ପଛରେ ପିଟି ହେଲା ସ୍କର୍ପିଓ: ୨ ମୃତ୍ୟୁ, ୨ ଗୁରୁତର

ସୋର: ବାଲେଶ୍ୱର ଜିଲ୍ଲାର ସୋର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏକ ଚଳନ୍ତା ଟ୍ରେଲର ପଛରେ ଏକ ସ୍କର୍ପିଓ କାର୍ ପିଟି ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ୨ ମୃତ୍ୟୁ ଘଟିଛି।ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋାର ସମୟରେ ପଶ୍ଚିମବଙ୍ଗର ମୁକୁନ୍ଦପୁର

୨୪ ଘଂଟାରେ ୫୨, ୯୭୩ ନୂଆ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ- ସମଗ୍ର ଦେଶରେ କାୟା ବିସ୍ତାର କରିଚାଲିଛି କରୋନା । ଗତ ୨୪ ଘଂଟାରେ ନୂଆ ୫୨,୯୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୦୩,୬୯୬ରେ ପଂହଚିଥିବା ବେଳେ ୧୧୮୬୨୦୩ ସୁସ୍ଥ

ଟିକ-ଟକ କିଣିବ ମାଇକ୍ରୋସଫ୍ଟ

ନୁଆଦିଲ୍ଲୀ- ସେପ୍ଟମ୍ବର ୧୫ ସୁଦ୍ଧା ମାଇକ୍ରୋସଫ୍ଟ ଟିକ ଟକ କିଣିବ ବୋଲି ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି । ଯଦି ମାଇକ୍ରୋସଫ୍ଟ ଟିକ-ଟକକୁ କିଣିବାରେ ସଫଳ ହୁଏ ତେବେ ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଏହାକୁ ବ୍ୟବହାର କରିପାରିବେ । ମାଇକ୍ରୋସଫ୍ଟ ଅନ୍ୟ

ଶ୍ରୀ ମନ୍ଦିରରେ ଗହ୍ମା ପୂର୍ଣ୍ଣମୀ ପାଳିତ

ପୁରୀ- ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଗହ୍ମା ପୂର୍ଣ୍ଣମୀ ନୀତି । ସର୍ବବୃହତ ରାକ୍ଷୀ ପିନ୍ଧିବେ ମହାପ୍ରଭୁ । ଆଜିର ଦିନରେ ଭୋଗ ମଣ୍ଡପ ବଡିବା ପରେ ଶ୍ରୀଜୀଉଙ୍କ ମଇଲମ ହୋଇ ମହାସ୍ନାନ ହୋଇଥିଏ । ତିନୋଟି ରୂପା ପିଙ୍ଗନରେ ଚନ୍ଦନ ବିଜେ ହୋଇ ସିଂହାସନ ଉପରେ ସର୍ବାଙ୍ଗ ଲାଗି

୨୦୦ ଟିପିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଉପର ମୁହାଁ । ପୁଣି ଆଜି ୧୦ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ମୃତ୍ୟକଙ୍କ ମଧ୍ୟରୁ ଗଞ୍ଜାମ ଓ ରାୟଗଡା ଜିଲ୍ଲାରୁ ୩, ଗଜପତି ୨, ଖୋର୍ଦ୍ଧା ଓ କଳାହାଣ୍ଡିରୁ ଜଣେ

ରାଜ୍ୟର ଗୋଟିଏ ଦିନରେ ୧୩୮୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଜଟିଲ ହେବାରେ ଲାଗିଛି । ଗତ ୨୪ ଘଂଟାରେ ନୂଆ ୧୩୮୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୫୧୧ ସ୍ଥାନୀୟ ସଂକ୍ରମିତ ଓ ୮୭୩ ସଙ୍ଗରୋଧ କେନ୍ଦ୍ରର ବେଶଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି