ଅଭିଯୁକ୍ତଙ୍କୁ ଗିରଫ କଲାବେଳେ ସତର୍କ ରୁହ:ଡିଜି
କଟକ: କରୋନା ସମୟରେ ଅଭିଯୁକ୍ତଙ୍କ ଗିରଫଦାରୀ ପୋଲିସ ପାଇଁ ଚିନ୍ତା ବଢ଼ାଇ ଦେଇଛି । ଗିରଫ ହେଉଥିବା କେତେକ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ହେଉଥିବାରୁ କିଭଳି ସତର୍କତା ପାଳନ କରାଯିବ, ସେ ସମ୍ପର୍କରେ ପୋଲିସ ଡିଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । କଟକ ଓ ରାଉରକେଲା ରେଳବାଇ!-->…