ଲିପୁଲେଖରେ ଠୁଳ ହେଲେ ୧୦୦୦ ସୈନିକ

ନୂଆଦିଲ୍ଲୀ- ପୂର୍ବ ଲଦାଖରୁ ସେନା ପ୍ରତ୍ୟାହାର କରିବା ପରେ ଲିପୁଲେଖରେ ୧୦୦୦ ସୈନିକ ଠୁଳ କରିଛି ଚୀନ । ଲିପୁଲେଖ ଇଲାକା ଭାରତ,ନେପାଳ ଓ ଚୀନ ସୀମାକୁ ଲାଗି ରହିଛି । ନେପାଳ ଦୀର୍ଘଦିନ ଧରି ଭାରତ ସହ ବନ୍ଧୁ ରାଷ୍ଟ୍ର ଭାବେ ପରିଚିତ ହେବା ପରେ ଏବେ ଚୀନ ସହ ମିଶି ଷଡଯନ୍ତ୍ର କରୁଛି ।

ଅଗଷ୍ଟ ୩୧ ପର୍ଯ୍ୟନ୍ତ ଭୁବନେଶ୍ୱର-କଟକରେ ୧୪୪ ଧାରା ଜାରି

ଭୁବନେଶ୍ୱର- ଅଗଷ୍ଟ ୩୧ ପର୍ଯ୍ୟନ୍ତ ଦ୍ୱୈତ ନଗରୀ ଭୁବନେଶ୍ୱର -କଟକରେ ୧୪୪ ଧାରା ଜାରି କରିଛନ୍ତି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ । ରାତି ୯ରୁ ସାକାଳ ୫ ମଧ୍ୟରେ ଅତ୍ୟାବଶ୍ୟକ ସମାଗ୍ରୀ ପରିବହନ ବ୍ୟତିତ ଅନ୍ୟ କୌଣସି ଗାଡିକୁ ଅନୁମତି ଦିଆଯିବ ନାହିଁ । କୌଣସି ବ୍ୟକ୍ତି ଏହି

କୋଭିଡ ନିୟମ ଉଲ୍ଲଘଂନ କାରୀଙ୍କ ପାଇଁ ହ୍ୱାର୍ଟସପ ନମ୍ବର ଜାରି

ଭୁବନେଶ୍ୱର- ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଲକଡାଉନ ସଟଡାଉନ ସତ୍ୱେ ବଢି ଚାଳଇଛି ସଂକ୍ରମଣ । କୋଭିଡ ନିୟମ ଉଲ୍ଲଘଂନ କରୁଥିବା କିଛି ଅମାନିଆଙ୍କ ପାଇଁ ପୋଲିସ କମିଶନର ହ୍ୱାର୍ଟସପ ନମ୍ବର ଜାରି କରିଛନ୍ତି । ଯେଉଁ ମାନେ କୋଭିଡ ନିୟମ ଉଲ୍ଲଘଂ କରୁଛନ୍ତି

ଅନଲାଇନ କ୍ଳାସ୍ ଗ୍ରୁପରେ ଅଶ୍ଳୀଳ ଫଟୋ

କଟକ- ଅନଲାଇନ କ୍ଳାସ ଚାଲିଥିବା ସମୟରେ ଗ୍ରୁପରେ ପହିଲା ଅଶ୍ଳୀଳ ଫଟୋ । ଏହି ଫଟୋ ପ୍ରଧାନଶିକ୍ଷକ ପକାଇଛନ୍ତି ବୋଲି ଅଭିଯୋଗ ଆସିଛି । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲାରୁ । ସୂଚନାଯୋଗ୍ୟ ଗତ ଜୁଲାଇ ୩୦ ତାରିଖରେ ହ୍ୱାଟ୍ସଆପରେ ଅନଲାଇନ କ୍ଳାସ ଚାଳିଥିବା ବେଳେ ଏକ ସରକାରୀ ସ୍କୁଲର

ଶ୍ରମିକଙ୍କ ଉପରେ କ୍ରେନ୍ ଭାଙ୍ଗିପଡ଼ିବାରୁ ୧୦ ମୃତ:ବିଶାଖାପାଟଣା

ହାଇଦ୍ରାବାଦ: ଶନିବାର ଅପରାହ୍ଣରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନ ‘ହିନ୍ଦୁସ୍ତାନ ସିପ୍‌ୟାଡ୍ ଲିମିଟେଡ୍‌’ରେ ଗୋଟାଏ ପ୍ରକାଣ୍ଡ କ୍ରେନ୍ ଭାଙ୍ଗିପଡ଼ିବାରୁ ଅନ୍ୟୂନ ୧୦ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ କେତେକ ଆହତ ହୋଇଥିବା କଥା ମଧ୍ୟ ପୁଲିସ

ଆଏଜ ସମ୍ବଲପୁରୀ ଦିନ୍:ବିଦ୍ୟାଙ୍କ ଠୁ ନେଇ ପ୍ରତିଭା ପାଟିଲ ଙ୍କ ପସନ୍ଦ

ଆଏଜ ସମ୍ବଲପୁର ଦିନ୍ । ଅର୍ଥାତ୍ ଆଜି ଅଗଷ୍ଟ ୩୧ ତାରିଖରେ ପାଳନ ହୋଇଥାଏ ସମ୍ବଲପୁର ଦିବସ । କରାନା କାଳରେ ଏହି ଦିନଟିକୁ ଭର୍ଚ୍ୟୁଆଳ ପାଳନ କରାଯାଉଛି । ମାତ୍ର ଚଳିତ ବର୍ଷ ଏହି ଦିନର ବିଶେଷତ୍ଵ ଆଉ ଏକ କାରଣରୁ ଢ଼େର ବଢ଼ି ଯାଇଛି । ଗାଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଭୂମିକାରେ ଅବତୀର୍ଣ୍ଣ

କ୍ଷୁଦ୍ର ବ୍ୟବସାୟୀଙ୍କ ଝିଅ ଡାକ୍ତର ହେବାର ସ୍ୱପ୍ନ

ଭୁବନେଶ୍ୱର- କଥାରେ ଅଛି ଯେଉଁଠାରେ ଲକ୍ଷ୍ମୀ ଅଛନ୍ତି ସେଠାରେ ସରସ୍ୱତୀ ନାହାନ୍ତି ଓ ଯେଉଁଠାରେ ସରସ୍ୱତୀ ଅଛନ୍ତି ସେଠାରେ ଲକ୍ଷ୍ମୀ ନାହାନ୍ତି । ଏହି ଉକ୍ତିଟି ଦେଖିବାକୁ ମିଳିଛି ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଶୁଭଶ୍ରୀ ଦାଶଙ୍କ କ୍ଷେତ୍ରରେ ।

ଧରାପଡିଲା କୁଖ୍ୟାତ ବାଇକ୍ ଚୋର

ଭୁବନେଶ୍ୱର: ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଧରାପଡିଛି କୁଖ୍ୟାତ ବାଇକ୍ ଚୋର । ନୂଆପଲ୍ଲୀ ଥାନା ପୋଲିସ ଚୋରକୁ ଗିରଫ କରିଛି । ଚୋର ଜଣଙ୍କ ହେଉଛି ନୟାଗଡ ହାଟସାହିର ରଞ୍ଜନ ପ୍ରଧାନ ବୟସ-୨୧ ବର୍ଷ । ସେ ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ରୁଚିକା ମାର୍କେଟରେ ରହୁଥିଲା । ପୋଲିସର

ବନ୍ଦ ହେବ ପୂର୍ବତନ ସାଂସଦଙ୍କ ବ୍ୟାଙ୍କ ଖାତା

ପୂର୍ବତନ ଲୋକସଭା ସାଂସଦ ଏବଂ ରାଜ୍ୟସଭା ସାଂସଦଙ୍କ ବ୍ୟାଙ୍କ୍ ଖାତା ଗୁଡ଼ିକ ବନ୍ଦ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଜିଲାପାଳମାନଙ୍କୁ ସରକାର ନିର୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତ ରେ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ଡି.କେ ଜେନା ଚଳିତ ମାସ ୨୭ ତାରିଖରେ ସବୁ ଜିଲାପାଳଙ୍କୁ

ବରମୁଣ୍ଡା ଓଭର ବ୍ରିଜ୍ ତଳୁ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର: ବରମୁଣ୍ଡା ଓଭର ବ୍ରିଜ୍ ତଳୁ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ୍ । ଖବର ପାଇ ଖଣ୍ଡଗିରି ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିଚୟ ମିଳିନାହିଁ । ଯୁବକଙ୍କ ପାଖରୁ ୨ଟି ମୋବାଇଲ୍ ଫୋନ ଓ ୨ଟି ଆଧାର କାର୍ଡ ଓ ଦୁଇଟି କାରର ଚାବି ଜବତ କରାଯାଇଛି