ଆଇପିଏଲ୍‍ ଭାଷ୍ୟକାର ତାଲିକାରେ ସାମିଲ ପାଇଁ ମାଞ୍ଜ୍ରେକରଙ୍କ ଅନୁରୋଧ

ମୁମ୍ବଇ: ଚଳିତ ବର୍ଷ ମାର୍ଚ୍ଚରେ ପୂର୍ବତନ ଭାରତୀୟ ବ୍ୟାଟ୍‍ସମ୍ୟାନ ସଞ୍ଜୟ ମାଞ୍ଜ୍ରେକରଙ୍କୁ ତା’ର ଭାଷ୍ୟକାର ପ୍ୟାନେଲରୁ ବାଦ୍‍ ଦେଇଥିଲା ବିସିସିଆଇ। ଭାରତରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିରୋଧରେ ସୀମିତ ଓଭର ସିରିଜ୍‍ ପୂର୍ବରୁ ବିସିସିଆଇ ଏପରି ନିଷ୍ପତ୍ତି ନେଇଥିଲା। ତେବେ ଦେଶରେ

ମାସ୍କକୁ ପେଟ୍ରୋଲରେ ସଫା କରିପାରିବେ

ମନିଲା: ଫିଲିପାଇନ୍ସର ରାଷ୍ଟ୍ରପତି ରୋଡିଗୋ ଦୁର୍ତେତେ ମାସ୍କ ସଫା କରିବା ନେଇ ସ୍ତମ୍ବିଭୂତ ପରାମର୍ଶ ଦେଇଛନ୍ତି । ତାଙ୍କର କହିବା କଥା ହେଉଛିଯେ, ମାସ୍କ ସଫା କରିବା ଲାଗି ପେଟ୍ରୋଲର ବ୍ୟବହାର କରାଯାଉ । ରାଷ୍ଟ୍ରପତିଙ୍କ ଏହି ଅଦ୍ଭୁତ ପରାମର୍ଶ ପରେ ତାଙ୍କର ମୁଖପାତ୍ର ମାମଲାକୁ ଚର୍ଚ୍ଚିତ

ଗର୍ଭଗୃହରେ ରଖାଯିବ ରୁପାର କଇଁଛ

ନୂଆଦିଲ୍ଲୀ: ତିନି ଦିନ ପରେ ବହୁ ପ୍ରତିକ୍ଷୀତ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ । ମନ୍ଦିରର ଗର୍ଭଗୃହରେ ରୁପାର କଇଁଛ ଓ ଏହାରି ଉପରେ ଶେଷ ନାଗ ରଖାଯିବାର ଜଣାଯାଇଛି । କୁହାଯାଏ ଯେ ଶେଷ ନାଗ ପାତାଳ ଲୋକଙ୍କ ମାଲିକ । ଭୂମି ପୂଜନରେ କାଶି ବିଶ୍ୱନାଥରୁ

ବନ୍ଧା ହେଲେ ଦୁଇ ଡାକ୍ତର ଭାଇ: ପୁଲିସ୍, ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡା: ଜୀବନ ରକ୍ଷା କରୁଥିବା ଡାକ୍ତର ଆକ୍ରମଣ ମୁହାଁ ହେଲେ । ଏପରିକି ୨ ଡାକ୍ତର ଭାଈ ସମ୍ବାଦିକ ଓ ପୁଲିସ୍ କୁ ଆକ୍ରମଣ କରିବାକୁ ପଛାଇ ନାହାନ୍ତି । ଏପରି ଅଭାବନୀୟ ଘଟଣା କେନ୍ଦ୍ରପଡା ସହରରେ ଦେଖିବାକୁ ମିଳିଥିବା ବେଳେ ୨ ଜଣ ଡାକ୍ତର ଭାଇ ଦେବାଶିଷ ସାହୁ ଓ ଶିବାଶିଷ ସାହୁ

ଅଗ୍ନିଶମ ସେବା ପୋର୍ଟାଲ୍‍ ଉଦ୍‍ଘାଟିତ

‘ଆପଣମାନେ କେବଳ ସରକାରୀ କର୍ମଚାରୀ ନୁହଁନ୍ତି, ଦେଶ ପ୍ରଗତିର ପ୍ରତିନିଧି ଭାବେ ପ୍ରମାଣ ଦେଇଛନ୍ତି।’ ସମ୍ପ୍ରତି କୋଭିଡ୍‍-୧୯ ସମୟରେ ଜନସାଧାରଣଙ୍କ ପ୍ରତି ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କର ନିଷ୍ଠାପର ସେବାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ମତ ଦେଇଛନ୍ତି।

ଜାତୀୟ କ୍ରୀଡ଼ା ପୁରସ୍କାର ମନୋନୟନ କମିଟିରେ ସେହ୍ୱାଗ ଓ ସର୍ଦ୍ଦାର

ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ ଓ ହକି ତାରକା ସର୍ଦ୍ଦାର ସିଂହ ଜାତୀୟ କ୍ରୀଡ଼ା ପୁରସ୍କାର ମନୋନୟନ ଲାଗି ଗଠିତ ୧୨ଜଣିଆ ମନୋନୟନ କମିଟି ପ୍ୟାନେଲରେ ସ୍ଥାନ ପାଇଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଗଠିତ ଏହି କମିଟି ଚଳିତ ବର୍ଷ ଖେଳାଳିମାନଙ୍କ ପ୍ରଦର୍ଶନକୁ ଆଧାର କରି

ଦେଶରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ- ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଗତ ୨୪ ଘଂଟାରେ ୫୭ ହଜାର ୧୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୯୫ ୯୮୮ରେ ପଂହଚିଛି । ବର୍ତମାନ ସୁଦ୍ଧା ୫ ଲକ୍ଷ ୬୫ ହଜାର ୧୦୩

ବିଷାକ୍ତ ମଦ ନେଲା ୩୮ ଜୀବନ

ପଞ୍ଜାବର ଅମୃତସର, ବାତଲା, ତରନ ତରନ ଜିଲାରେ ବିଷାକ୍ତ ମଦ ପିଇ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ପୁଲିସ ମହାନିର୍ଦେଶକ ଦିନାକର ଗୁପ୍ତାଙ୍କ କହିବା ଅନୁଯାୟୀ ଜୁନ୍‍ ୨୯ରେ ଅମୃତସର ଜିଲାର ମୁଛଲ ଓ ତାଙ୍ଗ୍ରା ଗ୍ରାମରେ ୫ଜଣଙ୍କର ମଦମୃତ୍ୟୁ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା। ଜୁଲାଇ

ରାୟଗଡା ୭୨ ଘଂଟିଆ ସଟଡାଉନ

ରାୟଗଡା- ଗତ ୨୪ଘଂଟା ମଧ୍ୟରେ ରାୟଗଡାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୪ରେ ପଂହଚିଥିବା ବେଳେ ଜିଲ୍ଲାକୁ ୭୨ ଘଂଟିଆ ସଟଡାଉନ ଘୋଷଣା କରିିଛନ୍ତି ରାୟଗଡା ଜିଲ୍ଲାପ୍ରଶାସନ ପ୍ରମୋଦ କୁମାର ବେହେରା । ଆସନ୍ତା କାଲି ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସଟଡାଉନ ବଳବତର ରହିବ । ଏତଦ୍ ବ୍ୟତିତ

ବୁର୍ଲା ଭୀମସାରର ରକ୍ତଭଣ୍ଡାରରେ ଦେଖାଦେଇଛି ରକ୍ତ ଅଭାବ

ବୁର୍ଲା: ବୁର୍ଲା ଭୀମସାରର ରକ୍ତଭଣ୍ଡାରରେ ଦେଖାଦେଇଛି ରକ୍ତ ଅଭାବ । କରୋନା କବଳରେ ଲୋକେ ଛଟପଟ ହେଉଥିବା ବେଳେ ରକ୍ତ ଭଣ୍ଡାରର ରକ୍ତ ସଂକଟ ମେଡିକାଲ କତୃପକ୍ଷ ଓ ରୋଗୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ରକ୍ତ ସଂଗ୍ରହ ଭ୍ୟାନ ବୁଲୁଥିଲେ ମଧ୍ୟ କରୋନା ପାଇଁ ରକ୍ତ ସଂଗ୍ରହ ସଂଖ୍ୟା ଢେର୍