ନୂଆ ଶିକ୍ଷାନୀତିକୁ କ୍ୟାବିନେଟ୍ ମୋହର
ନୂଆଦିଲ୍ଲୀ: କେନ୍ଦ୍ର ମାନବ ସମ୍ବଳ ବିକାଶ(ଏଚଆରଡି) ମନ୍ତ୍ରଣାଳୟକୁ ବଦଳାଯାଇ ଶିକ୍ଷା ମନ୍ତ୍ରଣାଳୟ କରାଯାଇଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଦେଶରେ ନୂଆ ଶିକ୍ଷାନୀତିକୁ!-->…