ଯୁକ୍ତ ୩ ଆଡମିସନ ପାଇଁ ଗାଇଡଲାଇନ ଜାରି
ଭୁବନେଶ୍ୱର- ଯୁକ୍ତ ୩ ଆଡମିସନ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଗୋଟିଏ ପର୍ଯ୍ୟୟରେ ୩ ରାଉଣ୍ଡରେ ହେବ ଆଡମିସନ । ଏସଏମଏସ ପୋର୍ଟାଲରେ ଛାତ୍ରଛାତ୍ରୀ ନିଜ ମୋବାଲ ଓ ଇମେଲ ଆଇଡି ଦେଇ ଆଡମିଶନ ପାଇଁ ଆବେଦନ କରିପାରିବେ । ଆବେଦନ ସମୟରେ ମାର୍କ ସିଟ୍ କିମ୍ବା!-->…