କୃଷି ସଂସ୍କାର ସପକ୍ଷରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ

ମୁମ୍ବାଇ: ବିଗତ କିଛି ବର୍ଷ ହେଲାଣି ଦେଶରେ ରେକର୍ଡ ପରିମାଣ ଖାଦ୍ୟ ଶସ୍ୟ ଉତ୍ପାଦନ ହେଉଥିବାରୁ କୃଷି ଆୟରେ ବୃଦ୍ଧି ଆଣିବା ଲାଗି ଦେଶ ପାଇଁ ସ୍ୱତନ୍ତ୍ର ନୀତିର ଆବଶ୍ୟକତା ରହିଛି ବୋଲି ଭାରତୀୟ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା

ରାଜସ୍ଥାନ ରାଜନୀତି : ବିଧାନସଭା ଅଧିବେଶନ ଡାକିବା ନେଇ ରାଜ୍ୟପାଳଙ୍କ ୩ ସର୍ତ୍ତ

ଜୟପୁର : ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ବିଧାନସଭା ଅଧିବେଶନ ଡାକିବା ପାଇଁ ସୋମବାର ସମ୍ମତି ପ୍ରକାଶ କରିଛନ୍ତି। ତେବେ ଅଧିବେଶନ ଡାକିବା ନେଇ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାର ଯେଉଁ ଏଜେଣ୍ଡା ଦେଇଛନ୍ତି ତଦନୁଯାୟୀ ରାଜ୍ୟପାଳ ସରକାରଙ୍କ ନିକଟରେ ତିନିଟି ସର୍ତ୍ତ ଧାର୍ଯ୍ୟ

୫୦୦ ଟେଷ୍ଟ ୱିକେଟ୍ କ୍ଲବରେ ଷ୍ଟୁଆର୍ଟ ବ୍ରଡ଼: ଇତିହାସ ରଚିବାରେ ବିଶ୍ବର ୭ମ ବୋଲର

ମାଞ୍ଚେଷ୍ଟରର ଓଲ୍ଡ଼ ଟ୍ରାଫର୍ଡ଼ ପଡ଼ିଆରେ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ତିନି ମ୍ୟାଚର ଶୃଙ୍ଖଳାର ଅନ୍ତିମ ତଥା ନିର୍ଣାୟକ ମ୍ୟାଚରେ ଇତିହାସ ସୃଷ୍ଟି କରିଛନ୍ତି ଷ୍ଟୁଆର୍ଟ ବ୍ରଡ଼ । ୱେଷ୍ଟଇଣ୍ଡିଜର ଓପନିଂ ବ୍ୟାଟ୍ସମ୍ୟାନ କ୍ରେଗ ବ୍ରେଥବେଟଙ୍କୁ ଲେଗ୍ ବିଫୋର ଆଉଟ କରି ନିଜ ଦଳ ପାଇଁ ତ ସଫଳତା

ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତକୁ ଓୱେସୀଙ୍କ ବିରୋଧ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରର ଭୂମି ପୂଜନ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ଶିଳାନ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ମନ୍ଦିରର ଭୂମିପୂଜା ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ

ବଜ୍ରାଘାତରେ ୩ ମହିଳା ମୃତ

ବଲାଙ୍ଗୀର : ବଜ୍ରପାତରେ ଗଲା ୩ ମହିଳାଙ୍କ ଜୀବନ। ଏପରି ଘଟଣା ବଲାଙ୍ଗୀର ଜିଲା ସଦର ବ୍ଲକ ବଡ଼ତେଲେନପାଲ୍ଲୀ ଗାଁରେ ଘଟିଛି। ୧୦ ଚାଷୀ ଚାଷୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ସୂଚନାଯୋଗ୍ୟ ଆଜି ବଡ଼ତେଲେନପାଲ୍ଲୀ ଗାଁର ଚବିନ ଦରୁଆଙ୍କ ଚାଷ ଜମିରେ ୧୮ରୁ ଅଧିକ ଚାଷୀ କାମ କରୁଥିଲେ। ଦିନ

ଥାନାରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ହେଡ୍‌ କନଷ୍ଟେବଳ

ଦିଲ୍ଲୀ: ଥାନା ଭିତରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ହେଡ୍‌ କନଷ୍ଟେବଳ। ଏଭଳି ଏକ ଘଟଣା ଘଟିଛି ରାଜଧାନୀ ନୂଆଦିଲ୍ଲୀର ସାକେତ ଥାନାରେ। ଘଟଣା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନା ଅନୁସାରେ, ଆତ୍ମହତ୍ୟା କରିଥିବା ହେଡ୍‌ କନଷ୍ଟେବଳ ହେଉଛନ୍ତି ସଞ୍ଜୟ(୩୪)।

‘ନାଗିନ୍‍-୫’: ବିଷଧର ନାଗୁଣୀ ରୂପରେ ହିନା ଖାନ

ମୁମ୍ବଇ: କଲର୍ସର ଲୋକପ୍ରିୟ ଧାରାବାହିକ ‘ନାଗିନ୍‍’ର ୫ମ ସିଜନ୍‍ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ‘ନାଗିନ୍‍-୫’କୁ ନେଇ ପ୍ରସଂଶକଙ୍କମାନେ ଉତ୍ସାହିତ ଅଛନ୍ତି। ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଯେ, ‘ନାଗିନ୍‍-୫’ରେ କେଉଁ ଟିଭି ଅଭିନେତ୍ରୀ ନାଗିନ୍‍ ଭୂମିକାରେ ନଜର ଆସିବେ। ଏହି

ଓଡିଶାରେ ପ୍ରଥମ ଥର ପାଇଁ କୋଭାସ୍କିନର ପରୀକ୍ଷଣ

ଭୁବନେଶ୍ୱର: ଓଡିଶାରେ ପ୍ରଥମ ଥର ପାଇଁ ସମ୍ ହସ୍ପିଟାଲରେ କୋଭାସ୍କିନର ମାନବୀୟ ପରୀକ୍ଷଣ ଆରମ୍ଭ ହୋଇଛି । ହ୍ୟୁମାନ ଟ୍ରାଏଲରେ ଅନେକ ସ୍ୱେଛାସେବୀ ଅଶଂଗ୍ରହଣ କରିଥିଲେ । ସେଥିମଧ୍ୟରୁ ବିଜନେସ୍ ମ୍ୟାନ ଗିିରିଜା ପଟ୍ଟନାୟକ ପ୍ରଥମ ବ୍ୟକ୍ତି ଯାହାଙ୍କ ଠାରେ କୋଭାସ୍କିନର ପ୍ରଥମ ମାନବୀୟ

ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ମହିଳାଙ୍କୁ ହତ୍ୟା କରି ପୋଡ଼ିଦେଲେ ଦୁର୍ବୃତ୍ତ। ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଖୋର୍ଦ୍ଧା ଜିଲା ମୁକୁନ୍ଦ ପ୍ରସାଦ ଅଞ୍ଚଳରେ। ମୁକୁନ୍ଦପ୍ରସାଦର ଗୋଶାଳା ପଡ଼ିଆ ନିକଟରେ ଥିବା ଏକ ପରିତ୍ୟକ୍ତ ଘରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତହେଦକୁ ଜବତ କରିଛି ପୁଲିସ। ସାଇଣ୍ଟିଫିକ୍‌

ସୁଶାନ୍ତ ମୃତ୍ୟୁ ପ୍ରସଙ୍ଗ; କରଣ ଜୋହରଙ୍କ ସିଇଓଙ୍କୁ ଜେରା

ମୁମ୍ବଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବଇ ପୁଲିସ ଗତ ସୋମବାର ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟଙ୍କୁ ଜେରା କରିଥିବାବେଳେ ମଙ୍ଗଳବାର ଅନ୍ୟତମ ପ୍ରଯୋଜକ କରଣ ଜୋହରଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଙ୍କୁ ପଚରାଉଚରା କରିଛି। କରଣଙ୍କ ସିଇଓ