ହିମାଚଳରେ ଭୂକମ୍ପ ଝଟକା: ତୀବ୍ରତା ୩.୧
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଚମ୍ବାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୧ ରହିଛି । ନ୍ୟାସନାଲ ସେଂଟର ସିସ୍ମୋଲଜିରୁ ପ୍ରାପ୍ତ ସୂଚନା ମୁତାବକ ଭୂକମ୍ପର ଝଟକା ଦ୍ୱିପହର ୧.୪୧ ମିନିଟରେ ହେବାର ଅନୁମାନ କରାଯାଇଥିଲା । କୁହାଯାଉଛି କି,!-->…