ଜାଲରେ ପଡ଼ିଲା ୮ କୁଇଣ୍ଟାଲର ବିରଳ ମାଛ
ବାଲେଶ୍ଵର: ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି ୮ କୁଇଣ୍ଟାଲ ଓଜନର ବିଶାଳ ବିରଳ ମାଛ। ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଦିଘାଠାରେ ମତ୍ସ୍ୟଜୀବୀମାନେ ସମୁଦ୍ରରେ ମାଛ ମାରୁଥିବାବେଳେ ଏହା ସେମାନଙ୍କ ଜାଲରେ ପଡ଼ିଛି। ମାଛର ଓଜନ ୭୮୬ କିଲୋଗ୍ରାମ ବୋଲି ସୂଚନା ମିଳିଛି। ଓଡ଼ିଶାର ଜଣେ ଟ୍ରଲର!-->…