ଡାକ ଦୂତ ସେବା ବନ୍ଦକଲା ଭାରତୀୟ ରେଳୱେ
ନୂଆଦିଲ୍ଲୀ: ଭାରତୀୟ ରେଲୱେ ଗୋପନୀୟ ତଥ୍ୟ ପଠାଇବା ନେଇ ଜାରି ରଖିଥିବା ବ୍ରିଟିସ୍ ଅମଳର ଡାକ ଦୂତ ସେବା ବନ୍ଦ କରିବାକୁ ନିଷ୍ପିତି ନେଇଛି । ଏହା ପରିବର୍ତେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗାଯୋଗ କରିବାକୁ ନିଜର ସମସ୍ତ ଜୋନକୁ ନିଦେ୍ର୍ଧଶ ଦେଇଛି । ଖର୍ଚ୍ଚ କମ୍ କରିବା ଉଦେଶ୍ୟରେ!-->…