ଫାବିପିରାଭିୟର ଔଷଧ ପାଇଁ ସିପ୍ଳା ପ୍ରସ୍ତୁତ
ନୂଆଦିଲ୍ଲୀ: କୋଭିଡ -୧୯ ପାଇଁ ସିପ୍ଳା ଔଷଧ କମ୍ପାନି ଫାବିପିରାଭିୟର ଔଷଧ ଲଂଚ କରିବାକୁୁ ପ୍ରସ୍ତୁତ ହୋଇଛି ବୋଲି କାଉନସିଲ ଅଫ୍ ସାଇଂଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ କହିଛି । ସିଏସଆଇଆର ଏହି ଔଷଧକୁ ବିକଶିତ କରିବା ପାଇଁ ଶସ୍ତାରେ ଶସ୍ତାରେ ଉପଲବ୍ଧ କରିଛି । ଏହା ଆକ୍ଟଭି!-->…