ସଂଗରୋଧ ଅର୍ଥରେ ପ୍ରବାସୀ ଏବେ ସ୍ୱାବଲମ୍ବୀ
ଫୁଲବାଣୀ: ୩ ବର୍ଷ ହେଲା ଦାଦନ ଖଟିବାକୁ ଯାଇ ଲ୍କଡାଉନ୍ ଘରକୁ ଫେରିଥିବା ଜଣେ ପ୍ରବାସୀ ଏବେ ସ୍ୱାବଲମନଶୀଳ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରେ ରବିବା ବାବଦରେ ପାଇଥିବା ୨ ହଜାର ଟଙ୍କା ପୁଞ୍ଜିକୁ ସଠିକ ମାର୍ଗରେ ବିନିଯୋଗ କରି ପରିବାର ପ୍ରତପୋଷଣ କରିବାକୁ ସେ ସକ୍ଷମ ହୋଇଛନ୍ତି । ଟିଏମ୍ସିରେ!-->…