ଆମ୍ବୁଲାନ୍ସରେ ନିଆଁ ଲଗାଇଲେ ଉତେଜିତ ସଂପର୍କୀୟ
ବେଲଗାଭୀ: କର୍ଣ୍ଣାଟକରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହେବାପରେ ସଂର୍ପକୀୟମାନେ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗାଭୀ ଇଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସାସେସ୍ ଆଣ୍ଡ ହସ୍ପିଟାଲରେ । ଚିକିତ୍ସାଧୀନ ଅବସ୍ଥାରେ ରୋଗୀଙ୍କ ମୃତ୍ୟୁ!-->…