କେନ୍ଦ୍ରମନ୍ତ୍ରୀ ଶେଖାୱତଙ୍କୁ କୋର୍ଟଙ୍କ ଝଟ୍କା
ଜୟପୁର: ରାଜସ୍ଥାନରେ କଂଗ୍ରେସ ସରକାର ଭାଙ୍ଗିବା ଷଡ଼ଯନ୍ତ୍ରରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ତାଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିଲା। ଏବେ ଜୟପୁରର ଏକ କୋର୍ଟଙ୍କ ଆଦେଶ ଶେଖାୱତଙ୍କୁ ଝଟ୍କା ଦେଇଛି। ଏକ କ୍ରେଡିଟ୍ କୋଅପରେଟିଭ୍!-->…