ଲକଡାଉନରେ କମିଛି ଦୁର୍ଘଟଣା ହାର
ଭୁବନେଶ୍ୱର- କରୋନା ଲକଡାଉନ ପାଇଁ ଦୀର୍ଘ ୪ ମାସରୁ ଉର୍ଦ୍ଧ ସମୟ ଧରି ଯାନବାହନ ଚଳାଚଳ ପ୍ରାୟତଃ ହାସ୍ର ପାଇଛି । ତେଣୁ ରାଜ୍ୟରେ ସଡକ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଢେର କମିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ରିପୋର୍ଟ ଅୁନଯାୟୀ ମାର୍ଚ୍ଚ ୨୪ ତାରିଖରୁ!-->…