ପିତା-ମାତାଙ୍କ ହତ୍ୟାର ପ୍ରତିଶୋଧ ନେଲା ଝିଅ
କାବୁଲ: କଥାରେ ଅଛି ବାପା, ମାଙ୍କ ପାଇଁ ପୁଅଝିଅ ମାନେ ଜୀବନ ଦେଇ ଦିଅନ୍ତି , ଦରକାର ପଡିଲେ ତାଙ୍କ ସୁରକ୍ଷା ପାଇଁ ଅନେକ ଜଟିଳ ପଦକ୍ଷେପ ନେଇପାରନ୍ତି । ତେବେ ଏକ ୧୬ ବର୍ଷୀୟ ଝିଅର ପ୍ରତିଶୋଧ ପରାୟଣ କାହାଣୀ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଝିଅଟିର ନାଁ ହେଲା କମର ଗୁଲ । ଦୃଢ!-->…