ଶିକ୍ଷକଙ୍କ ମୃତ ଦେହକୁ ଉଠାଇଲେ ସାମ୍ବାଦିକ
ଶେରଗଡ: କରୋନାରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ଶବ ଉଠାଇବାକୁ ବି କେହି ଆସୁନଥିବା କଥା ଶୁଣିବାକୁ ମିଳିଥିଲେହେଁ ଏହାର ଦୃଷ୍ଟାନ୍ତ ଉଦାହରଣ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକରେ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଦେହାନ୍ତ ହୋଇଛି । ମାତ୍ର କରୋନା ସନ୍ଦେହରେ!-->…