ଅମରନାଥ ଯାତ୍ରା ବାତିଲ୍
ନୂଆଦିଲ୍ଲୀ- ଚଳିତ ବର୍ଷ ହୋଇପାରିବନି ବିଶ୍ୱପ୍ରସିଦ୍ଧ ଅମରନାଥ ଯାତ୍ରା । କରୋନାଭାଇରସ ସଂକ୍ରମଣ ଓ ଶ୍ରଦ୍ଧାଳୁଙ୍କ ସ୍ୱାର୍ଥ ଦୃଷ୍ଟିରୁ ଶ୍ରୀ ଅମରନାଥଜୀ ଧାର୍ମିକ ବୋର୍ଡର ୩୯ ତମ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଶ୍ରଦ୍ଧାଳୁମାନେ ଲାଇଭ ଟେଲିକାଷ୍ଟ ଜରିଆରେ ସକାଳ ଓ ସନ୍ଧ୍ୟା ଆଳତୀ!-->…