୪୨ ଲକ୍ଷ ଟଙ୍କାର ଚରସ ଜବତ
ନୂଆଦିଲ୍ଲୀ: ଭାରତୀୟ କୋଷ୍ଟଗାର୍ଡଙ୍କ ଦ୍ୱାରା ୪୨ ଲକ୍ଷ ଟଙ୍କାର ଚରସ ଜବତ ହୋଇଛି । କୋଷ୍ଟଗାର୍ଡ ପାଟ୍ରୋଲିଂ ଦଳ ଜାଖା ଉପକୂଳ ନିକଟରୁ ୪୨ ଲକ୍ଷ ଟଙ୍କାର ୨୮ ପ୍ୟାକେଟ୍ ଚରସ ଜବତ କରିଛନ୍ତି ବୋଲି ଆଇସିଜି ସୂଚନା ଦେଇଛନ୍ତି । ଜବତ ହୋଇଥିବା ଏକ କିଲୋଗ୍ରାମ ଓଜନର ପ୍ୟାକେଟକୁ ସାମୁଦ୍ରିକ!-->…