କାଡା କେନାଲରେ ପାଇପ ପକାଇ ମରାମତି

ବାଲିକୁଦା: ଚାଷୀଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଇଛନ୍ତି ଠିକାଦାର । ପୂର୍ବରୁ ଚାଷୀ ମାନଙ୍କୁ ଭଣ୍ଡି ଚାଲିଥିବା ବେଳେ ଏଥର କିନ୍ତୁ ଆଉ ଚାଷୀଙ୍କ ସମ୍ମୁଖରୁ ବର୍ଞ୍ଚି ଯାଇ ପାରି ନାହାନ୍ତି ଠିକାଦାର । ବୋରିକିନା ପଞ୍ଚାୟତ ଦରଡା ଠାରେ ଏଲ୍ଏନ୍ଟି କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଉଥିବା ପାଣି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ସମ୍ପର୍କିତ ୱେବିନାର

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ ଉପରେ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଓଡ଼ିଶା ପ୍ରାନ୍ତ ଅତିରିକ୍ତ ମହାନିର୍ଦେଶକ

ସାଉଦି ରାଜା ସଲମାନ୍ ବିନ୍‌ ହସ୍ପିଟାଲରେ ଭର୍ତ୍ତି

ରିୟାଧ: ସାଉଦି ଆରବର ୮୪ ବର୍ଷୀୟ ରାଜା ସଲମାନ୍‌ ବିନ୍‌ ଅବ୍‌ଦୁଲାଜିଜ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ରାଜଧାନୀ ରିୟାଧସ୍ଥିତ କିଙ୍ଗ୍‌ ଫୈଜଲ ସ୍ପେଶାଲିଷ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ଏ ନେଇ ସାଉଦି ଗଣମାଧ୍ୟରେ ରିପୋର୍ଟ ପ୍ରକାଶ ପାଇଛି। ପତ୍ତାଶୟରେ ପ୍ରଦାହ ଏବଂ

ବର୍ଷା ହେଲା କାଳ: ଖାଲରେ ପଡ଼ି ଶିଶୁପତ୍ର ମୃତ

ଯାଜପୁର- ମଙ୍ଗଳପୁର ଥାନା ଇଜାପୁର ଗାଁରେ ବର୍ଷା ଜଳ କାଳ ହୋଇଛି । ଘର ପାଖରେ ଜମି ରହିଥିବା ବର୍ଷାଜଳରେ ପଡି ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ସୂଚନାଅନୁସାରେ , ବିଂଝାରପୁର ଥାନା ଘଂଟିଆଳ ପଂଚାୟତ କାଜିବାଗ୍ ଗାଁକୁ ବୁଲିବାକୁ ଯାଇଥିଲା । ତେବେ ଭଣଜା କଥା ମୁତାବକ ମାମୁ ବଜାରରୁ ଆମ୍ବ

ଟ୍ୱିଟର ଆଣିଲା ନୂଆ ଫିଚର

ନୂଆଦିଲ୍ଲୀ – ଏବେ ସାମାଜିକ ଗଣମାଧ୍ୟମ ବିନା ବଂଚିବା ଭାରି କଷ୍ଟକର । ଏଥିପାଇଁ ବିଭିନ୍ନ ପ୍ରକାରର ଆପ୍ର ବହୁଳ ବ୍ୟବହାର ହେଉଛି । ଦନକୁଦିନ ଏହି ଆପ୍ ଗୁଡିକ ଲୋକପ୍ରିୟତା ମଧ୍ୟ ବଢୁଛି । ଏହି କ୍ରମରେ ବ୍ୟବହାରକାରୀଙ୍କ ଆବଶ୍ୟକ ପୂରଣ କରିବା ପାଇଁ ସଫ୍ଟୱେର କମ୍ପାନୀ ଗୁଡିକ ବିଭିନ୍ନ

ଟ୍ରକ ଭିତରୁ ହେଲ୍ପରର ମୃତଦେହ ଉଦ୍ଧାର

ପାରାଦୀପ:- ପାରାଦ୍ଵୀପ ସବ୍ ଷ୍ଟେସନ୍ ବେଲ୍ଟଲାଇନ ର ମୁଣ୍ଡାପଡା ନିକଟରେ ଥିବା ଏକ ଟ୍ରକ୍ ରୁ ହେଲପରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ବାବୁଲି ସିଂ ଙ୍କ ଘର ମଧ୍ୟ ସେହି ମୁଣ୍ଡାପଡାରେ। ସେ ଗତକାଲି ଡ୍ରାଇଭରଙ୍କ ସହିତ ସେହି ଗାଡିରେ ଆସି ମାଲ୍ ଅନଲୋଡିଂ କରିବା ପରେ ଗାଡି

ଭୁବନେଶ୍ୱରୁ ଆଉ ୪୦ ନୂଆ କରୋନା ପଜିଟିଭ ଚିହ୍ନଟ: ସୁସ୍ଥ ହେଲେ ଆଉ ୫୩

ଭୁବନେଶ୍ୱର- ଭୁବନେଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି । ସଂକ୍ରମିତଙ୍କ ମଧ୍ୟରୁ ଲୋକାଲ କେସ ଅଧିକ ଥିବାରୁ ରାଜଧାନୀ ବାସିଙ୍କ ଚିନ୍ତାର କାରଣ ପାଲଟିଛି । ଆଜି ପୁଣି ନୂଆ ୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୩୪ ଓ ୧୫

ଅଗ୍ନିକାଣ୍ଡ ରେ ଜଳିଗଲା ଦୋକାନ

ପାରାଦୀପ :- ଗତକାଲି ଅପରାହ୍ନ ସମୟରେ ପାରାଦୀପ ବିଜୟା ମାର୍କେଟ ରେ ହଠାତ୍ ଅଗ୍ନିକାଣ୍ଡ ଘଟି ୨ ଟି ଦୋକାନ ଘରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡ ରେ ଗୋଟିଏ ଚପଲ ଦୋକାନ ଅଧା ପୋଡ଼ି ଜଳିଯାଇଥିବା ବେଳେ ପାଖରେ ଥିବା ଏକ ଇଲେକ୍ଟ୍ରି ଦୋକାନ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ଘଟଣା

କରୋନା ବଦଳାଇଲା ପେସା, ପରିବା ବିକିଲେ ବଲିଉଡ କଳାକାର

ଭୁବନେଶ୍ବର : କଥାରେ ଅଛି ‘ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ତେଣିକି ଯାଇ’- ଏହି ଉକ୍ତିର ବାସ୍ତବତା ଜଣେ ବଲିଉଡ କଳାକାରଙ୍କ କ୍ଷେତ୍ରରେ ପ୍ରତିଫଳିତ ହୋଇଛି। ଖିଲାଡ଼ି ଅକ୍ଷୟ କୁମାରଙ୍କ ସହ ‘ସୂର୍ଯ୍ୟବଂଶୀ’, ‘ପୃଥ୍ବୀରାଜ ଚୌହାନ’, ମେଗାଷ୍ଟାର ସଞ୍ଜୟ ଦତ୍ତଙ୍କ ସହ ‘ସମ୍‌ସେର’, ରଣବୀର