ମୌସୁମୀ ଦୁର୍ବଳ: ବର୍ଷା ଉଭାନ

ଭୁବନେଶ୍ୱର: ରାଜ୍ୟରେ ନିର୍ଦ୍ଧାରିତ ସମୟରେ ଦକ୍ଷିଣ ପଶ୍ଚିମ ମୌସୁମି ପ୍ରବେଶ କରିଥିଲା ବେଳେ ଏବେ ମୌସୁମୀ ହୋଇଯାଇଛି ଗାଏବ । ଟାଇଁ ଟାଇଁ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଅନ୍ୟପକ୍ଷରେ ରାଜ୍ୟରେ ମୌସୁମୀ ବର୍ଷାର ପରିମାଣ ସ୍ୱାଭାବିକ ହୋଇଥିଲେ ମଧ୍ୟ ଉଭୟ ଜୁନ୍ ଓ ଜୁଲାଇ ମାସରେ

ଦେଶକୁ ବିକଶିତ କରିବ ଆତ୍ମନିର୍ଭର ଭାରତ ଅଭିଯାନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ଅଭିଯାନରେ ଗରିବଙ୍କ କଲ୍ୟାଣକୁ ପ୍ରଧାନ୍ୟ ଦେବାସହ ଦେଶର ପୁିନିବେଶ, ଆର୍ଥିକ ଅଭିବୃଦ୍ଧି, ନିଯୁକ୍ତିକୁ ପ୍ରୋତ୍ସାହନ ଦେଇଛନ୍ତ । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଚାଷୀ, ଶ୍ରମିକ, ମଧ୍ୟବିତ୍ତ ଏବଂ

ବଲାଙ୍ଗିର ଜିଲ୍ଲା କୃଷି ବିଭାଗର ବିହନ ବଂଟନ

ବଲାଙ୍ଗିର: ଆମର ଚାଷୀ ଠିକ୍ ସମୟରେ ଚାଷ ପାଇଁ ଔଷଧ ପାଉ ନାହିଁ, ସାର ପାଉ ନାହିଁ, ବିହନ ପାଉ ନାହିଁ, ଧାନ ଅମଲ କଲାପରେ ତାର ଉଚିତ ମୂଲ୍ୟ ପାଉନାହିଁ । ବିଭାଗୀୟ ଅଧିକାରୀମାନେ ମଧ୍ୟ ତତ୍ପରତା ସହିତ ଚାଷୀଙ୍କୁ ସହାୟତା କରିବା ଦେଖାଯାଉ ନାହିଁ । ଚାଷୀ ଦରକାର କରୁଥିବା ସାର ଠିକ୍ ସମୟରେ ତ

୧୪ ଯାଏ ସ୍କୁଲରେ ନାମଲେଖା

ଭୁବନେଶ୍ୱର: ସରକାର ସ୍କୁଲରେ ପିଲାଙ୍କ ନାମଲେଖା ଆସନ୍ତା ଅଗଷ୍ଟ ୧୪ ତାରିଖ ଯାଏ ଜାରି ରହିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଡିପିସିଙ୍କୁ ନିର୍ଦେଶ ଦିଆଯାଇଛି । କରୋନାକୁ ଦୃଷ୍ଟିରେ ରଖି ସବୁ ସରକାରୀ ସ୍କୁଲରେ ନାମଲେଖା ସମୟସୀମା ବୃଦ୍ଧି

ସ୍କୁଟିକୁ ଧକ୍କା ଦେଇ ବାଇକ ଫେରାର୍

ବାଲିକୁଦା: ବାଲିକୁଦା ଥାନା ଅନ୍ତର୍ଗତ ଚଷାପଡା- ତଣ୍ଡିକୁଳ ପ୍ରଧାନମନ୍ତ୍ରୀ ରାସ୍ତାର ମୂଲୁଗାଁ ପଂଚାୟତ ସାହାଡା ଛକ ନିକଟରେ ଆଜି ଏକ ବାଇକ ଅନ୍ୟ ଏକ ସ୍କୁଟିକୁ ଧକ୍କା ଦେଇ ଫେରାର ହୋଇ ଯାଇଛିା ଧକ୍କାରେ ସ୍କୁଟିଟି କ୍ଷତିଗ୍ରସ୍ତ ହେବା ସହିତ ସ୍କୁଟି ଚାଳକ ଓ ତାଙ୍କ ପୁଅ ସାମାନ୍ୟ ଆହାତ

୯ ସିଆରପିଏଫ ଯବାନ ପଜିଟିଭ

ନୂଆପଡ଼ା: ନୂଆପଡ଼ା ଜିଲ୍ଳାରେ ପୁଣି ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତ ସିଆରର୍ପିଏଫ୍ ଯବାନ ବୋଲି ଜଣାପଡ଼ିଛି । ଏହାକୁ ମିଶାଇ ଜିଲ୍ଳାରେ ପଜିଟିଭ ସଂଖ୍ୟା ଶହେ ଛୁଇଁଛି । ଖରିଆରରୋଡ଼ ନବ ଜ୍ୟୋତି ସ୍କୁଲ ଟିଏମସିରେ ସମସ୍ତେ କ୍ୱାରେଂଟାଇନରେ ଥିଲେ । ଗତ ୨୯

ରେଳବାଇ ଘରୋଇକରଣ ବିରୁଦ୍ଧରେ ‘ସିଟୁ’ର ପ୍ରତିବାଦ

ଅନୁଗୋଳ: ‘ସିଟୁ’ର ଜିଲ୍ଲା ସାଧାରଣ ସଂପାଦକ ଉପେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ ରେଳବାଇ ଘରୋଇକରଣ ବିରୁଦ୍ଧରେ ଅନୁଗୋଳ ରେଳବାଇଗେ୍ଧସନ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛିା ଦେଶର ସର୍ବବୃହତ ରାଷ୍ଟ୍ରାୟତ ଉଦେ୍ଧାଗ ବୃହତ ରାଷ୍ଟ୍ରାୟତ ଉଦ୍ୟୋଗ ଭାରତୀୟ ରେଳବାଇକୁ ଦେଶୀ ଓ ବିଦେଶୀ

କରୋନା ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ପଦକ୍ଷେପ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାକୁ ଗତକାଲି ସୁଦ୍ଧା ୧୭୯୧୪ ଜଣ ପ୍ରବାସୀ ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ବିଭିନ୍ନ ବ୍ଲକରେ ୧୬,୪୫୨ ଜଣ ଆସିଥିବା ବେଳେ ପାରାଦ୍ୱୀପ ଓ ଜଗତସିଂହପୁର ପୈାରାଚଂଳକୁ ୧୪୬୨ ଜଣ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୧୭୧୧୧ ଜଣଙ୍କୁ

ଅଗ୍ନିକାଣ୍ଡରେ ସ୍ତ୍ରୀ ମୃତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଳା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ବାଡ଼ାବାଙ୍ଗା ପଂଚାୟତ ରାଜନପାଙ୍ଗା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ନିଆଁ ଲାଗି ଜଣେ ମହିଳାଙ୍କ ମୃତ୍ୟୁ ଘଂଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ହୋଇଥିବ । ଜଣାପଡ଼ିଛି । ମୃତ ମହିଳା ଜଣକ ହେଲେ

ଲକ୍ଡାଉନରେ ବ୍ୟାଙ୍କ ଖୋଲା

ଭୁବନେଶ୍ୱର: କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ମହାନଗର ନିଗମ ଅଂଚଳରେ ଲାଗୁ ହୋଇଛି ୧୪ ଦିନିଆ ଳକ୍ଡାଉନ୍ । ଏହି ଲକ୍ହାଉନ୍ରେ ଖୋଲା ରହିବ ବ୍ୟାଙ୍କ ଓ ବୀମା କର୍ଯ୍ୟାଳୟ । ଏଟିଏମ୍ କାଉଂଟର ଗୁଡ଼ିକ ମଧ୍ୟ ଖୋଲା ରହିବ । ଲକ୍ଡାଉନ୍ ନେଇ ହୋଇଥିଲା । ଏଥିରେ କେତେକ