ଜଗନ୍ନାଥ ମନ୍ଦିରର ଉନ୍ନତି କରଣ ପାଇଁ ବୈଠକ
ଚମ୍ପୁଆ: ସ୍ଥାନୀୟ ଜଗନ୍ନାଥ ମନ୍ଦିରର ଉନ୍ନତି କରଣ ପାଇଁ ମନ୍ଦିର କମିଟି ସଦସ୍ୟଙ୍କ ସହଆଲୋଚନା କରିଛନ୍ତି ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ । ମନ୍ଦିରର ସ୍ଥାୟୀ ରାଜସ୍ୱ, ନୀତିକାନ୍ତ ସହ ଆବଶ୍ୟକ ଉନ୍ନତିମୂଳକ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ । ଠାକୁରଙ୍କ ନାମରେ ବିଭିନ୍ନ!-->…