ଭକ୍ତଙ୍କୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ଦୁ୍ଇ ଦିନ ପରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଅମରନାଥ ଯାତ୍ରା । କିନ୍ତୁ ଆତଙ୍କବାଦୀମାନେ ୪୪ ନମ୍ବର ରାଜପଥରେ ଅମରନାଥ ଯାତ୍ରା ଉପରେ ଆକ୍ରମଣ କରିବା ପାଇଁ ଷଡଯନ୍ତ୍ର କରୁଥିବାର ସୂଚନା ମିଳିଛି । ସେଥିପାଇଁ ସେନା ଓ ସୁରକ୍ଷାବାହିନୀଙ୍କୁ ଆଲର୍ଟ ରଖାଯାଇଛି । ଗତ ବର୍ଷ ମଧ୍ୟ

ଜାମ୍ମୁ-କାଶ୍ମୀର ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ, ଅମରନାଥଙ୍କୁ ଦର୍ଶନ କଲେ

ଶ୍ରୀନଗର: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଜାମ୍ମୁ-କାଶ୍ମୀର ଗସ୍ତ କରିବା ସହିତ ବାବା ଅମରନାଥଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ସେ ଘାଟିରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ରାଜନାଥଙ୍କ ସହିତ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏସ) ବିପିନ ରାୱତ ଏବଂ

ହଟସ୍ପଟ ଅଂଚଳର ରୋଗୀଙ୍କୁ ଚିକିତ୍ସାରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର- ହଟସସ୍ପଟ ଅଂଚଳରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସାଳୟରେ ଅବହେଳା କଲେ ସରକାରୀ ଓ ଘରୋଇ ମୋଡିକାଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ ମଧ୍ୟ ଟୋଲ ଫି ନମ୍ବର ଜାରି କରାଯାଇଛି ।

କାଭିଆର୍ ଡେ

‘କାଭିଆର୍ ଡେ’ । ଛବିଶ ପ୍ରଜାତିର ଷ୍ଟର୍ଜନ୍ ମାଛର ମଞ୍ଜିକୁ କାଭିଆର କୁହାଯାଏ । ବିଶ୍ୱର ଦୁର୍ମୂଲ୍ୟ ଖାଦ୍ୟ ପଦାର୍ଥ ଭିତରେ ଏହା ଗୋଟିଏ । ଷାଠିଏରୁ ଶହେ ବର୍ଷ ବୟସ୍କ ଇରାନିଆନ୍ ବେଲୁଗା ଷ୍ଟର୍ଜନ୍ର ମଞ୍ଜିକୁ ‘ଆଲ୍ମାସ କାଭିଆର’ କୁହାଯାଏ । ଏହା ସବୁଠୁ ମୂଲ୍ୟବାନ ହୋଇଥାଏ । ଏହା ଏକ

କରୋନାର ନୂଆ ଲକ୍ଷଣ

ନୂଆଦିଲ୍ଲୀ- ନୂଆନୂଆ ରୂପ ବଦାଳାଉଛି ମାହାମରୀ କରୋନା । ପୂର୍ବରୁ ସ୍ୱାଦ ଜାଣି ନପାରିବା, ଘ୍ରାଣ ଶକ୍ତି କମିବା ଆଦି ଲକ୍ଷଣ ଥିଲେ କରୋନା ଆକ୍ରାନ୍ତ ବୋଲି ଜଣାପଡୁଥିଲା । କିନ୍ତୁ ଏବେ ଦେଖିବାକୁୁ ମିଳୁଛି ଯେଉଁ ମାନେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେମାନଙ୍କ ପାଟିରେ ଘା ହୋଇଛି

ଇନଂଟରନ୍ୟାସନାଲ ମଣ୍ଡେଲା ଡେ

ଜାତିସଂଘ ର ଅନୁମୋଦନକ୍ରମେ ୧୯୧୦ ରୁ ପ୍ରତିବର୍ଷ ଜୁଲାଇ ୧୮ରେ ‘ମଣ୍ଡେଲା ଦିବସ’ ପାଳନ କରାଯାଉଛି ।୧୯୧୮ ଜୁଲାଇ ଏହି ଦିନରେ ଜନ୍ମ ନେଇଥିଲେ ପ୍ରସିଦ୍ଧ ଆଫ୍ରିକୀୟ ସଂଗ୍ରାମୀ ନେଲ୍ସନ୍ ମଣ୍ଡେଲା । ସେ ସାମାଜିକ ନ୍ୟାୟ ପାଇଁ ୬୭ ବର୍ଷ ସଂଗ୍ରାମ କରିଥିଲେ । ସେଥିରେ ପୁଣି ୨୭ ବର୍ଷ

ଦିବ୍ୟାଙ୍ଗ ସ୍କୁଲ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ

ଭୁବନେଶ୍ୱର- ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଅଗଷ୍ଟ ୩୧ ପର୍ଯନ୍ତ ସମସ୍ତ ଦିବ୍ୟାଙ୍ଗ ସ୍କୁଲ ବନ୍ଦ ରହିବ । ଏନେଇ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ନିରାପତା ବିଭାଗ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ଜୁଲାଇ ୩୧ ରେ ସ୍କୁଲ ଖୋଲିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ନିର୍ଦେଶ

ଦେଶରେ ୨୪ ଘଂଟାରେ ନୂଆ ୩୪,୮୮୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ- ଦେଶରେ କରୋନା ସ୍ଥିତି ଦିନକୁ ଦିନ ଉଦବୋଗ ଜନକ ଭାବରେ ଗତି କରୁଛି । ପ୍ରତ୍ୟେକ ଦିନ ରୋକର୍ଡ ସଂଖ୍ୟାକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଂଟାରେ ୩୪,୮୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ

୩ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ- ଜାମ୍ମୁକାଶ୍ମୀର ଶୋଫିଆନାରେ ସୁରକ୍ଷାକର୍ମୀଙ୍କ ଏନକାଉାଂଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀଙ୍କ ଗୋପନୀୟତାକୁ ଜାଣି ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସ କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯାହାଫଳରେ ୩ ଆତଙ୍କବାଦୀ ଟଳିପଡିଛନ୍ତି ।