୪ ଜିଲ୍ଲାରେ ଚେକିଂଙ୍ଗି ଜୋରଦାର
ଭୁବନେଶ୍ୱର- କରୋନା ହଟସ୍ପଟ ସାଜିଥିବା ରାଜ୍ୟର ୪ ଜିଲ୍ଲା କଟକ, ଗଞ୍ଜାମ, ଭୁବନେଶ୍ୱର ଓ ଯାଜପୁର ସମେତ ରାଉଲକେଲା ମହାନଗର ନିଗମକୁ ୧୪ ଦିନିଆ ଲକଡାଉନ ଘୋଷଣା କରାଯାଇଛି । ଗତକାଲି ରାତି ୯ରୁ ଏହି ଲକଡାଉନ ନିୟମ ପାଳନ କରାଯାଇଛି । ଏଥିାପଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କଡାକଡି!-->…