ବେଦୀ ଛାଡି ଦୌଡ଼ିଲେ ବର-କନ୍ୟା
ବାସୁଦେବପୁର: ପୋଲିସ ଓ ମାଜିଷ୍ଟ୍ରେଟକୁ ଦେଖି ବର-କନ୍ୟା ବେଦୀରୁ ଚମ୍ପଟ ମାରିଛନ୍ତି । ବିବାହ ନିମନ୍ତେ ମନ୍ଦିରକୁ ଆସି ବର ପକ୍ଷ ଓ କନ୍ୟା ପକ୍ଷର ଲୋକେ ହରକତ ହୋଇଛନ୍ତି । ପୋଲିସ ମନ୍ଦିର ସିଲ୍ କରିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିନଗର ପଂଚାୟତ ରାଧାକୃଷ୍ଣ ମନ୍ଦିରରେ ଏଭଳି!-->…