ଅର୍ଜୁନ ପୁରସ୍କାର ବିଜେତା ରମେଶ ଟୀକାରମଙ୍କ ମୃତ୍ୟୁ
ବେଙ୍ଗାଲୁରୁ: ଅର୍ଜୁନ ପୁରସ୍କାର ବିଜେତା ପୂର୍ବତନ ପାରା ବ୍ୟାଡମିଂଟନ ଖେଳାଳି ତଥା ପୂର୍ବତନ ବ୍ୟାଡମିଂଟନ କୋଚ ରମେଶ ଟୀକାରମ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ସେ ବେଙ୍ଗାଲୁରୁର ଏକ ମେଡିକାଲରେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା । ପିସିଆଇର ଜେନେରାଲ!-->…