ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ସନ୍ଦେହ, ପୋଲିସ ତଦନ୍ତ ଜାରି

କାଲିମେଳା : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଡିଆ ଥାନା ଅଧୀନ ମୋଟମଗୁଡା ନିକଟ ପାଲା ଗୁଡା ନିବାସୀ ସାବଲାମ ଦେବା ( ୬୨) ଙ୍କୁ ହତ୍ୟା କରାଯାଇ ତାଙ୍କ ଜମି କୁ ଯିବା ରାସ୍ତାରେ ଲାଡି ନିକଟରେ ଫିଙ୍ଗା ହୋଇଥିବା ଦେଖିବାକୁ ମିଳିଛି। ଏ ନେଇ ମୃତ ସାବଲାମ ଦେବାଙ୍କ ପୁଅ ସାବଲାମ ଈଶ୍ୱର ପଡିଆ

ନୂତନ ଥାନା ଅଧିକାରିଣୀଙ୍କ ଯୋଗଦାନ

ଚମ୍ପୁଆ : ଚମ୍ପୁଆ ଥାନାରେ ନୂତନ ଥାନା ଅଧିକାରିଣୀଙ୍କ ଭାବେ ଦେବକୀ ନାଏକ ଗତକାଲି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏଠାରେ ଥିବା ଥାନା ଅଧିକାରୀ ତ୍ରିନାଥ ସେଠୀଙ୍କର କେନ୍ଦୁଝର ସଦର ଥାନାକୁ ବଦଳି ହୋଇଯାଇଛି । ତାଙ୍କର ସ୍ଵଳ୍ପ ରହଣି ଭିତରେ ସେ ଏ ଅଞ୍ଚଳର ଶାନ୍ତିଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ

ପାରାଦୀପ ବନ୍ଦର ପକ୍ଷରୁ ୩୮ ତମ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ଆୟୋଜିତ

ପାରାଦୀପ - ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ୩୮ ତମ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ସ୍ଥାନୀୟ ଅଫିସର୍ସ କ୍ଲବ ପରିସରରେ ଶୁକ୍ରବାର ଦିନ ଆୟୋଜିତ ହୋଇଯାଇଛି l ପାରାଦୀପ ବନ୍ଦର ଆର ଆଣ୍ଡ ବି ଡିଭିଜନ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀକୁ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ଉଦଘାଟନ କରି କହିଥିଲେ

ଭୁବନେଶ୍ୱର ଆଦିବାସୀ ମେଳାରେ କନ୍ଧମାଳ ଷ୍ଟ୍ରବେରି ର ଚାହିଦା ବୃଦ୍ଧି

କନ୍ଧମାଳ : ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ଆଦିବାସୀ ମେଳାରେ କନ୍ଧମାଳ ଷ୍ଟ୍ରବେରି ଷ୍ଟଲ୍‌ରେ ଦିନକୁ ଦିନ ଚାହିଦା ବୃଦ୍ଧି ପାଇବା ସହ ବେଶ୍‌ ଭିଡ଼ ମଧ୍ୟ ଜମୁଛି। ଗୋଟିଏ ପ୍ୟାକେଟର ମୂଲ୍ୟ ୧୦୦ ଟଙ୍କା ରହିଛି। ଯିଏ ଯାଉଛି, ସିଏ କିଣୁଛି। ଜଣେ ଗ୍ରାହକ କହିଥିଲେ, ଆମ ମାଟିରେ ଷ୍ଟ୍ରବେରି

ବୃହତ ବନ୍ଦର ମଧ୍ୟରେ ଇତିହାସ : ଗୋଟିଏ ମାସରେ ୧୪.୩୨ ଏମଏମଟି ପଣ୍ୟ ପରିଚାଳନା କରି ପାରାଦୀପ ବନ୍ଦରର ଅବିଶ୍ୱସନୀୟ…

ପାରାଦୀପ : ନୂତନ ବର୍ଷ ୨0୨୪ ର ପ୍ରଥମ ଜାନୁଆରୀ ମାସରେ ୧୪.୩୨ ମିଲିୟନ ମେଟ୍ରିକ ଟନ (ଏମଏମଟି) ପଣ୍ୟ ପରିଚାଳନା କରି ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ) ସର୍ବ ଭାରତୀୟ ବୃହତ ବନ୍ଦର ଇତିହାସରେ ଏକ ଅବିଶ୍ୱସନୀୟ ଓ ସ୍ମରଣୀୟ କୀର୍ତ୍ତିମାନ ସ୍ଥାପନ କରିଛି l ମାସିକ ପଣ୍ୟ ପରିଚାଳନା

ଯାଜପୁରରେ ନୂତନ ଜିଲ୍ଳାପାଳଙ୍କ ଯୋଗଦାନ

ବ୍ୟାସନଗର : ଆଜି ଅପରାହ୍ନରେ ରାଉରକେଲା ମହାନଗର ନିଗମ ଆୟୁକ୍ତ ଏବଂ  ଅତିରିକ୍ତ ଦାୟିତ୍ୱରେ ଥିବା ରାଉରକେଲା ଅତିରିକ୍ତ ଜିଲ୍ଳାପାଳ , ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ରାଉରକେଲା ସ୍ମାର୍ଟ ସିଟି  ଲିଃ.  ଓ ସଚିବ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ଡଃ ଶୁଭଙ୍କର ମହାପାତ୍ର,

ଇଫକୋ ପରିସରରେ ଆମୋନିଆ ଦୁର୍ଘଟଣା ଜନିତ ପୂର୍ଣ୍ଣାଙ୍ଗ ଅଭ୍ୟାସ କୌଶଳ ଅନୁଷ୍ଠିତ

ପାରାଦୀପ : ପାରାଦୀପ ଇଫକୋ ସାରକାରଖାନା ପରିସରରେ ଆମୋନିଆ ଗ୍ୟାସ ଲିକେଜ ଓ ଦୁର୍ଘଟଣା ଜନିତ ଏକ ପୂର୍ଣ୍ଣାଙ୍ଗ ଅଭ୍ୟାସ କୌଶଳ ବା ମକ ଡ୍ରିଲ ମଙ୍ଗଳବାର ଦିନ ଆୟୋଜିତ ହୋଇଯାଇଛି l ଜାହାଜରୁ ପାଇପ ଲାଇନ ଯୋଗେ ଆସୁଥିବା ତରଳ ଆମୋନିଆ ଏବଂ କାରଖାନାର ପାଇପ ଲାଇନରେ ଛିଦ୍ର ବା ଲିକେଜ ଜନିତ

ନକ୍ସଲ ଗୁଳିରେ ପ୍ରାଣ ହରାଇଲେ ୩ ଜବାନ ୧୪ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ବିଜାପୁର ସୀମାରେ ମାଓବାଦୀ ଘଟାଇଛନ୍ତି ବଡ଼ ହିଂସାକାଣ୍ଡ ମାଲକାନଗିରି ଜିଲ୍ଲା ସୀମାବର୍ତି  ସୁକମା ବିଜାପୁର ଜିଲ୍ଲା ଟେକାଲଗୁଡ଼ା ନିକଟରେ ଯବାନ ମାନଙ୍କ ଉପରେ ଅତର୍କିତ ଭାବରେ ଗୁଳି ଚଳାଇଛନ୍ତି ମାଓବାଦୀ । ଯେଉଁଥିରେ ୩ଯବାନ ସହୀଦ

ଯୋଡା ବ୍ଲକରେ ମିଳିତ ଅଭିଯୋଗ ଶୁଣାଣୀ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ସଭା ଗୃହରେ ସୋମବାର ଏକ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇ ଯାଇଛି ।ଏହି  ଅଭିଯୋଗ ଶୁଣାଣୀ ପୂର୍ବାହ୍ନ ୧୦ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୨ଘଟିକା ପର୍ଯ୍ୟନ୍ତ ହୋଇଥିଲା ।ଏଥିରେ ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାଏକ ,ଅତିରିକ୍ତ ଜିଲ୍ଲାପାଳ ଯଦୁମଣି

ବାଲିଗୁଡାରେ ନୂତନ ଉପ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

ବାଲିଗୁଡା : ଚଳିତ ମାସ ୨୨ ତାରିଖ ସୋମବାର ଦିନ ରାଜ୍ୟ ସରକାରଙ୍କ ଦ୍ୱାରା ଆଇଏଏସ ସ୍ତରରେ ବଦଳି ନିମନ୍ତେ ଜାରୀ କରାଯାଇଥିବା ଆଦେଶ ଅନୁଯାୟୀ ସୋମବାର ବାଲିଗୁଡାର  ନୂତନ ଉପଜିଲ୍ଲାପାଳ ଭାବେ ଡ଼.ରୀନା ପ୍ରଧାନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି, ସେ ପୂର୍ବରୁ କେ.ବି.କେ ଅଞ୍ଚଳରେ ଡାକ୍ତର