କମିଶନରେଟ ପୋଲିସ ପକ୍ଷରୁ ଫିଟନେସ ଟାର୍ଗେଟ
ଭୁବନେଶ୍ୱର- କଟକ- ଭୁବନେଶ୍ୱର ଦୌତନଗର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସମସ୍ତ ପୋଲିସ କର୍ମଚାରୀଙ୍କ ପାଇଁ ଫିଟେନେସ ଟାର୍ଗେଟ ଦେଇଛନ୍ତି । ଏହା କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଚିନ୍ତା ବଢାଇ ଦେଇଛି । ଯେଉଁ କର୍ମଚାରୀ ଏଥିରୁ ଫେଲ ମାରବେ ଇନକ୍ରିମେଂଟ ବନ୍ଦ ହେବା ସହ!-->…