୨୦ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମିଳିବ ଟେଲି ମେଡିସିନ୍‌ ସେବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଟେଲି ମେଡିସିନ୍‌ ସେବା। ମହାମାରୀ ‘କରୋନା’ ଯୋଗୁଁ ସାଧାରଣ ରୋଗୀ ହସ୍ପିଟାଲ ଯାଇପାରୁନଥିବାରୁ ରାଜ୍ୟ ସରକାର ଏପରି ବ୍ୟବସ୍ଥା କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି

ସୁସ୍ଥ ହେଲେ ନୀଳଗିରି ବିଧାୟକ

ନୀଳଗିରି : ମହାମାରୀ ‘କରୋନା’ରୁ ନୀଳଗିରି ବିଧାୟକ ସୁକାନ୍ତ ନାୟକ ସୁସ୍ଥ ହୋଇଛନ୍ତି । ଆଜି ସେ କୋଭିଡ୍ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ଘରକୁ ଫେରିଛନ୍ତି । ଏବେ ସେ ହୋମ କ୍ଵାରେଂଟାଇନ୍ରେ ରହିଛନ୍ତି । ଗତ ୬ ତାରିଖରେ ଶ୍ରୀ ନାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ । ପୂର୍ବରୁ ରେମୁଣା ଓ

ହଟିବାକୁ ଚୀନ୍ ନାରାଜ : ଭାରତର ସେନାଠୁଳ

ଲଦାଖ: ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ ଓ ଚୀନ ମଧ୍ୟରେ ଉତେଜନା ହ୍ରାସ ପାଇଁ ଉଦ୍ୟମ ଚାଲିଥିଲା ବେଳେ ଚୀନ ଏବେ ପାନଗୌଙ୍ଗ ଟିଏସଓ”ର ଫିଙ୍ଗର ୪ଅଞ୍ଚଳରୁ ସେନା ହଟାଇବାକୁ ମନା କରିଦେଇଥିଲା ଜଣାଯାଇଛି । ତେବେେ ଏହାକୁ ନେଇ ନିକଟ ଭବିଷ୍ୟତରେ ସୀମାନ୍ତରେ ଉତେଜନା ବୃଦ୍ଧି

ସିବିଏସଇ ଦଶମ ପରୀକ୍ଷାରେ କେଏମସର ବାଜିମାତ

ଚମ୍ପୁଆ : କେନ୍ଦୁଝର ଜିଳ୍ଲା ଚମ୍ପୁଆ ସ୍ଥିତ ସୁନାମ ଧନ୍ୟ କେରଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚଳିତ ସିବିଏସଇ ଦଶମ ଶ୍ରେଣୀ ପବରୀକ୍ଷାରେ ଅଦ୍ଭୁତପୂର୍ବ ସଫଳତା ଅର୍ଜନ କରିଛନ୍ତି । ସଦ୍ୟ ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ ଚଳିତ ବର୍ଷ ଦଶମ ଶ୍ରେଣୀରେ ମୋଟ ୧୭୩ ଜଣ ପରୀକ୍ଷା

ୟୁଜିସି ନେଇ ଅଦାଲତକୁ ଯିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର: କରୋନା ମହାମାରୀ ଯେତେବେଳେ ଆତଙ୍କ ସୃଷ୍ଟି କରିଛି, ସାଧାରଣ ଜନତା ବଂଚିବା ପାଇଁ ରାହା ଖୋଜୁଛନ୍ତି, ସେତେବେଳେ ବି.ପି.ୟୁ.ଟି କର୍ତୃପକ୍ଷ ଶେଷବର୍ଷ ପରୀକ୍ଷା କରିବା ଘୋଷଣା କରିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଛାତ୍ର କଂଗ୍ରେସର ଏ ସଂକ୍ରାନ୍ତରେ ୟୁଜିସି ଏବଂ

ମାନୁ ନାହାଁନ୍ତି ଲୋକେ : ଶିଥିଳ ପଡିଗଲାଣି ପ୍ରଶାସନ

ବିଞ୍ଝାରପୁର: କରୋନାର ଭୟବହତା ଦିନକୁ ଦିନ ଦୃତ ଗତିରେ ମାଡି ଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ପୂର୍ବରୁ ବିଞ୍ଝାରପୁରରେ ୧୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ବିଞ୍ଝାରପୁର ଥାନାରେ କାର୍ଯ୍ୟରତ ଜଣେ ୫୪ ବର୍ଷିୟ ଗୃହରକ୍ଷୀ କରୋନା ଆକ୍ରାନ୍ତ ହୋଇଥିବା

ଖାଲଗାଁରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ବାଲିକୁଦା : ବାଲିକୁଦା ବ୍ଲକର ବିଭିନ୍ନ ଟିଏମସିରୁ ପୁଣି ୯ ଜଣଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ କରାଯାଇଛି । ଏମାନେ ସମସ୍ତେ ବାହାର ରାଜ୍ୟରୁ ଆସିଥିବା ଜଣା ପଡିଛି । ଅନ୍ୟ ପକ୍ଷରେ ଏମାନେ ସମସ୍ତେ ନିଜ ନିଜର ପଂଚାୟତ କ୍ୱାରେଂଟାଇନ ସେଂଟରରେ ରହୁଥିବା ବେଳେ ଖାଲଗାଁ କ୍ୱାରେଂଟାଇନ ସେଂଟରରେ

ଯାଜପୁର ଜିଲ୍ଲାରେ ୧ହଜାର କରୋନା ପଜିଟିଭ୍

ଯାଜପୁର: କରୋନା ମହାମାରୀ ବ୍ୟାପକ ପ୍ରଭାବ ବିସ୍ତାର କରିଥିବା ବେଳେ ଯାଜପୁର ଜିଲ୍ଲାରେ ପ୍ରାୟ ଏକ ହଜାର ଭଳି ପଜିଟିଭ୍ କେଶ ଚିହ୍ନଟ ହୋଇଚ୍ଥନ୍ତି । ସେଥିରୁ ପ୍ରାୟ ୬୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ କରିଚ୍ଥନ୍ତି । ଆଗାମୀ ଦିନରେ ଜିଲ୍ଲାରେ କୋଭିଡ ଚିକିତ୍ସା ପାଇଁ

ଶ୍ରୀମନ୍ଦିର ଉପରେ ବଜ୍ରପାତ ବିପଦ ରହିଛି!

ପୁରୀ: ଶ୍ରୀମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣକୁ ନେଇ ଏଏସ୍ଆଇ (ଭାରତୀୟ ପ୍ରତ୍ନତତ୍ୱ ବିଭାଗ) ପାଇଁ ବିବାଦ ନୂଆ କଥା ନୁହେଁ । ପ୍ରତିଥର ଏହାକୁ ନେଇ ବିବାଦ ଉପୁଜିଛି । ଏବେ ରତ୍ନ ସିଂହାସନ ପଥର ବଦଳା ଯିବାକୁ ନେଇ ବିବାଦ ଥମିନି । ଠିକ୍ ଏମିତି ସମୟରେ ପୁଣି ଥରେ ଅତୀତରେ କିଛି ବିବାଦ

ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ : ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦,୮୭୭

ଭୁବନେଶ୍ବର : ଗୁରୁବାର ରାଜ୍ୟରେ ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦,୮୭୭କୁ ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ କରୋନା ଆକ୍ରାନ୍ତ