ଭୀମସାରରେ ୭ କରୋନା ଯୋଦ୍ଧାଙ୍କୁ କରୋନା

ସମ୍ବଲପୁର- ବୁର୍ଲା ଭୀମସାରରେ ୭କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ହସ୍ପିଟାଲର ୩ଜଣ ଡାକ୍ତର ଓ ୪ଜଣ ନର୍ସ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ଏହି ୭ଜଣ ପଜିଟିଭ ଜଣାପଡ଼ିବା ପରେ ହସ୍ପିଟାଲକୁ ସାନିଟାଇଜ୍ କରାଯାଇଥିବା ସୂଚନା ଦେଲେ ନିର୍ଦେଶକ ପ୍ରଫେସର ଡା.ଲଳିତ ମେହେର ।

ଆଉ ୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର – ରାଜ୍ୟରେ ବୁଧବାର ଆଉ ୩ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭୭ରେ ପହଂଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କ୍ଷରୁ ଟ୍ୱିଟ୍ କରି ସୂଚନା ସୂଚନା ଦିଆଯାଇଛି । ମୃତ୍ୟୁବରଣ କରିଥିବା ୩ଜଣଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର

ପରଲୋକରେ ଅଭିନେତ୍ରୀ ଜ୍ୟୋସ୍ନା ଦାସ

ଭୁବନେଶ୍ୱର- ବ୍ରହ୍ମପୁର ନିବାସୀ ତଥା ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଜ୍ୟୋସ୍ନା ଦାସଙ୍କ ମଙ୍ଗଳବାର ଅପରାହ୍ନରେ ପରଲୋକ ଘଟିଛି । ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ତେବେ ମୃତୁ୍ୟ ବେଳକୁ ତାଙ୍କୁ ୬୩ବର୍ଷ ବୟସ ହୋଇଥିଲା । ମଂଚ ନାଟକ , ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତାଙ୍କ

ୟୁଏଇରୁ ଫେରୁଛନ୍ତି ୧୮୯ ଓଡ଼ିଆ

ଭୁବନେଶ୍ୱର- କରୋନା ମହାମରୀ କାରଣରୁ ୟୁନାଇଟେଡ୍ ଆରବ ଏମିରେଟ୍ସର ବିଭିନ୍ନ ସ୍ଥାନରେ ଫସି ରହିଥିବା ୧୮୯ ଓଡିଆ । ବୁଧବାର ସ୍ୱଦେଶ ଫେରୁଛନ୍ତି । ୟୁଏଇରେ ରହୁଥିବା କିଛି ଓଡ଼ିଆଙ୍କ ଦ୍ୱାରା ଗଠିତ ‘ଓଡିଶା ସୋସାଇଟି ଅଫ୍ ୟୁଏଇ’ ର ପ୍ରୟାସ ଏବଂ ଓଡ଼ିଶା ସରକାର, ଭାରତ ସରକାଙ୍କ ବେସାମରିକ

ଯୁକ୍ତ୨ ପରୀକ୍ଷା ଫଳ କେବେ?

ଭୁବନେଶ୍ୱର : ଯୁକ୍ତ୨ ଖାତା ମୂଲ୍ୟାୟନ ନେଇ ଏବେବି ସମସ୍ୟା ଲାଗିରହିଛି । କରୋନା ସଂକ୍ରମଣ ରୋକିବା ଲାଗି ଅର୍ଧାଧିକ ଜିଳ୍ଲାରେ ସଟଡାଉନ, ଲକଡାଉନ ଆଦି କରାଯାଉଛି, ଯେଉଁଥିପାଇଁ ଅଧ୍ୟାପକମାନେ ମୂଲ୍ୟାୟନ କେନ୍ଦ୍ରକୁ ଆସିପାରୁ ନାହାନ୍ତି । ଦିନେ ଦିନେ ଖାତା ଦେଖା ସମ୍ପୁର୍ଣ୍ଣରୁପେ ବନ୍ଦ

ଆମେ ଗୋଷ୍ଠୀ ସଂକ୍ରମଣ ମୁହାଁ !

ରାଜ୍ୟରେ କରୋନାର ସ୍ଥିତି ଗତ ମାର୍ଚ୍ଚ ମାସରୁ ଜୁନ୍ ପର୍ଯ୍ୟନ୍ତ ଯେଉଁଭଳି ସ୍ଥିତିରେ ରହିଥିଲା ତାହାର ବ୍ୟାପକ ପରିବର୍ତନ ଜୁଲାଇରେ ଘଟିଥିବା ଅନୁଭୂତ ହୁଏ । ଏପରିକି ଗତ ୨ସପ୍ତାହ ପାଖାପାଖି ପ୍ରାୟ ପ୍ରତ୍ୟେକ ଦିନ କରୋନା ପଜେଟିଭ୍ ସଂଖ୍ୟା ଶହେ ଶହେରେ ବଢୁଛି କହିଲେ ଠିକ୍ ନହୋଇ ପାରେ,

ରୋଗୀଙ୍କ ସୁବିଧା ଓ କୋଭିଡ ଯୋଦ୍ଧାଙ୍କ ସୂରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ରୋଗୀଙ୍କ ସୁବିଧା, କୋଭିଡ ଯୋଦ୍ଧାଙ୍କ ସୂରକ୍ଷା ସହ ରାଜ୍ୟର ସର୍ବାଧିକ ସଂକ୍ରମିତ ୫ଟି ଫୋକସ ଜିଲ୍ଲାରେ ତଦାରଖ ବ୍ୟବସ୍ଥାକୁ ସୁଧୁଡ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗୁରୁତ୍ୱ ଆରୋପ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ଏକ

ଆଠଗଡରେ ପ୍ରବେଶ ମନା

ଆଠଗଡ: କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଆଠଗଡ ଉପଖଣ୍ଡରେ ଅନ୍ୟ ଅଞ୍ଚଳର ଲୋକଭ୍କ ପ୍ରବେଶ ଉପରେ ଜିଳ୍ଲା ପ୍ରଶାସନ ଆଜି କଟକଣା ଜାରୀ କରିଛି । ବିନା ଅନୁମତିରେ ଆଠଗହ ଉପଖଣ୍ଡରେ ବାହାର ଜିଲ୍ଲାରୁ ବାହାର ଜିଲ୍ଲାରୁ କେହି ପ୍ରବେଶ କରିପାରିବେ ନାହିଁ । ବାହାର ଜିଲ୍ଲା କିମ୍ବା ରାଜ୍ୟରୁ

ହାଟ ବଜାରରେ ସାମାଜିକ ଦୁରତାକୁ ଫୁ

ଚମ୍ପୁଆ: ବର୍ତମାନ ପରିସ୍ଥିତରେ କରୋନା ବେକାବୁ ହେବାସହ ସଂକ୍ରମଶ ବଢିଚାଲିଛି । ଏହାର ଦମନପାଇଁ କୌଣସି ସଠିକ ଟିକା ବାହାରି ନଥିବାରୁ ସଚେତନ ହିଁ ଏକମାତ୍ର ବିକଳ୍ପ । ଏଥିପାଇଁ ମାସ୍କ ପରିଧାନ, ସାମାଜିକ ଦୁରତା ଅବଲମ୍ବନ ସହ ବାରମ୍ବାର ହାତ ହୋଇବା ଓ ପରିଷ୍କାର ପରିଛନ୍ନ ରହିବାକୁ ପରାମର୍ଶ