ହାସିନପୁରଠାରେ ଗାଡୱାଲ ନିର୍ମାଣ ପାଇଁ ଦାବି
ଯାଜପୁର : ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯାଜପୁର ବ୍ଲକ ଛତିଶଦେବିଲ ପଂଚାୟତ ହାସିନପୁରଠାରେ ଖରସ୍ରୋତା ନଦୀର ଶାଖା ନଦୀ ତନ୍ତୀଘାଇ ନଦୀର ଲେବୁଲ ମୁଣ୍ଡରେ ହାସିନ୍ପୁରଠାରେ ନଦୀ ପାଶ୍ୱର୍ରେ ଗାର୍ଡୱାଲ ନିର୍ମାଣ ପାଇଁ ଅଂଚଳବାସୀ ଦାବି କରିଛନ୍ତି । ସୂଚନା ଅନୁଯାୟୀ ତନ୍ତୀଘାଇ ନଦୀରେ!-->…