ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ପାଇଁ ଦାବି
ବଲାଙ୍ଗିର: ଜିଲ୍ଳା ସାମ୍ବାଦିକ ସଂଘ ପକ୍ଷରୁ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଦୁଇ ଜଣ କରୋନା ଯୋଦ୍ଧା ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ (ମୁନୁ) ଓ କେ.ସିଏଚ୍. ରତ୍ନମଙ୍କ ଉଦେଶ୍ୟରେ ଏବଂ ନିକଟରେ ଇହଲୀଳା ତ୍ୟାଗ କରିଥିବା ଶାରଳା ପୁରସ୍କାରପ୍ରାପ୍ତ କଥାଶିଳ୍ପୀ ମନୋଜ କୁମାର!-->…