ମା ତୋ ପରି କେହି ନାହିଁ
ଆରିଜୋନା: ମା ତୋ ପରି କେହି ନାହିଁଁ । ଏହି ବାସ୍ତବ ଉକ୍ତିକୁ ସତ କରଛନ୍ତି ଏମିତି ଜଣେ ମା , ଯିଏ ନିଜ ସନ୍ତାନକୁ ବଂଚାଇବାକୁ ଯାଇ ନିଜେ ନିଆଁ ରେ ଜିଅନ୍ତା ଦଗ୍ଧ ହୋଇଛନ୍ତି । ଏଭଳି ଏକ ହୃଦୟ ବିଦାରଖ ଘଟଣା ଦେଖିବାକୁ ମିଳିଛି ଆମେରିକାର ଆରିଜୋନାରେ । ଏକ ତିନିମହଲା କୋଠା ନିଆଁ!-->…